ETV Bharat / city

୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଟି ମାମଲା ରୁଜୁ - ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲା

ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲା,୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଟି ମାମଲା ରୁଜୁ କରାଯାଇଛି । ଏଯାବତ ମୋଟ ୫୮୭୧ ଟି ମାମଲା ରୁଜୁ କରାଯାଇଛି । ଅଧିକ ଜାଣନ୍ତୁ..

cases-registered-against-lockdown-violaters
ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲା,୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ଟି ମାମଲା ରୁଜୁ
author img

By

Published : May 1, 2020, 12:46 AM IST

କଟକ: ଲକଡାଉନ ନିୟମ ଉଲ୍ଲଙ୍ଘନ ମାମଲା । ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଗୁରୁବାର ସୁଦ୍ଧା ମୋଟ ୫୮୭୧ ଟି ମାମଲା ରୁଜୁ କରାଯାଇଛି । ଗତ ୨୪ ତାରିଖ ଠାରୁ ଏ ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ସକାଳୁ ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୭ଟି ମାମଲା ରୁଜୁ କରାଯାଇଛି । ଏହି ୨୭ଟି ମାମଲା ମଧ୍ୟରୁ ୨୬ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ, ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ଉଲ୍ଲଙ୍ଘନ ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.