ETV Bharat / city

ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା, କଳସରେ ପାଣି ନେଇ ଜଳଲାଗି କରିପାରିବେ କାଉଡ଼ିଆ - ଧବଳେଶ୍ଵର ପୀଠ

ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା । ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ଜଳଲାଗି କରିପାରିବେ। ଅଧିକ ପଢନ୍ତୁ

ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା : କଳସରେ ପାଣି ନେଇ ଜଳଲାଗି କରିପାରିବେ କାଉଡ଼ିଆ

author img

By

Published : Jul 16, 2022, 7:55 AM IST

କଟକ: ଚଳିତ ବର୍ଷ ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା । ମାନସିକ କଳସ ଧରି କାଉଡିଆ ମାନେ ପୀଠକୁ ଯାଇ ଜଳଲାଗି କରିପାରିବେ । ମାତ୍ର ଝୁଲା ପୋଲ ଯାଏଁ ବାହୁଙ୍ଗି ନେଇ ପାରିବେ ପୀଠକୁ ବାହୁଙ୍ଗି ନେବାକୁ କଟକଣା ଜାରି କରିଛି ପ୍ରଶାସନ । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।

ଧବଳେଶ୍ଵର ପୀଠକୁ ବାହୁଙ୍ଗି ମନା : କଳସରେ ପାଣି ନେଇ ଜଳଲାଗି କରିପାରିବେ କାଉଡ଼ିଆ

କାଉଡ଼ିଆ ଭକ୍ତମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖି କେବଳ କଳସ ନେଇ ପୀଠକୁ ଯାଇ ଜଳଲାଗି କରିପାରିବେ । ଦୁଇବର୍ଷ ବ୍ୟବଧାନ ପରେ ଶୈବପୀଠରେ କାଉଡ଼ିଆ ମାନଙ୍କୁ ଅନୁମତି ମିଳିଥିବାରୁ ଧବଳେଶ୍ବର ପୀଠରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେବେ ଝୁଲା ପୋଲର ଓସାର କମ ରହିଛି । ତେଣୁ କାଉଡ଼ିଆ ମାନେ ବାହୁଙ୍ଗି ନେଇ ପୀଠକୁ ଗଲେ ପ୍ରବଳ ଭିଡ ହେବ । ସେସବୁକୁ ଦୃଷ୍ଟିରେ ରଖି କେବଳ କଳସୀ ନେଇ ଯିବା ପାଇଁ ପ୍ରଶାସନ ଅନୁମତି ଦେଇଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.