ETV Bharat / city

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - deadbody

କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ । ପୋଲିସର ତନାଘନା । ଅଧିକ ପଢନ୍ତୁ...

body of the young man was recovered from the canal, suspected of murder
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
author img

By

Published : Jul 7, 2021, 10:31 AM IST

କଟକ: ଜଗତପୁର କଣିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ସମ୍ପୃକ୍ତ ଯୁବକଙ୍କ ନାଁ ରମେଶ ଭୋଇ ବୋଲି ଜଣାପଡିଛି । ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି ।

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମଙ୍ଗଳବାର ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ତା ପରେ ଆଉ ଘରକୁ ଫେରି ନ ଥିଲେ। ଏବଂ ଆଜି ସକାଳୁ କେନାଲ ଭିତରେ ତାଙ୍କର ମୃତଦେହ ମିଳିବା ସହିତ କେନାଲର ପୋଲ ଉପରେ ରକ୍ତ ଦାଗ ପଡ଼ିଥିବା ଦେଖିବାକୁ ମିଳିଛି।

ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.