ETV Bharat / city

ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପିର ବିରୋଧ

author img

By

Published : Sep 11, 2020, 10:14 PM IST

ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପି ପକ୍ଷରୁ ଜୋରାଦାର ବିରୋଧ କରିଛି । ଏହି ନିୟମ ଦ୍ବାରା ବିଶ୍ବବିଦ୍ୟାଳୟ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ...

ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପିର ବିରୋଧ
ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ବିଜେପିର ବିରୋଧ

କଟକ: ବିଶ୍ବବିଦ୍ୟାଳୟ ଆଇନ ପରିବର୍ତ୍ତନକୁ ନେଇ ବଢୁଛି ବିବାଦ। ଏହାକୁ ବିରୋଧ କରି କଟକ ଯୁବ ମୋର୍ଚ୍ଚା ପକ୍ଷରୁ କଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଶୁକ୍ରବାର କଟକ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଶ୍ବବିଦ୍ୟାଳୟର ଆଇନ ପରିବର୍ତ୍ତନକୁ ନେଇ ଜୋରାଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରେଭେନ୍ଶା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଏହି ନିୟମକୁ ବିରୋଧ କରି ପ୍ରତିବାଦ କରାଯାଇଛି। ସାରା ଦେଶରେ ଗୋଟିଏ ଶିକ୍ଷାନୀତି ପ୍ରଚଳନ କରାଯାଉଥିବାବେଳେ ଏଠାରେ ରାଜ୍ୟ ସରକାର ନିଜସ୍ବ କ୍ଷମତା ବୃଦ୍ଧି ପାଇଁ ଏ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହି ନିୟମ ଦ୍ବାରା ବିଶ୍ବବିଦ୍ୟାଳୟ ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପକାଇବ। ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହେବ ବୋଲି ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.