ETV Bharat / city

Ind vs SA 2nd T20: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ଖୋଲିଲା ବାରବାଟୀ ଷ୍ଟାିଡିୟମ ଗେଟ୍‌ । ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗିଛି । ଅଧିକ ପଢ଼ନ୍ତୁ

author img

By

Published : Jun 12, 2022, 3:55 PM IST

Updated : Jun 12, 2022, 5:44 PM IST

Ind vs SA 2nd T20: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମ

କଟକ: ଆଉ କିଛି ଘଣ୍ଟା ପରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ଆରମ୍ଭ ହେବ । ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ ଗେଟ୍‌ ଖୋଲିଛି । ମ୍ୟାଚ୍‌କୁ ନେଇ ଉତ୍ସାହିତ ହୋଇ ରହିଛନ୍ତି । ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍‌ ଲାଗିଛି । ମ୍ୟାଚ୍‌ ବେଳେ ବର୍ଷାରେ ହେବା କମ୍‌ ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

Ind vs SA 2nd T20: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍‌

ଆଜିର ମ୍ୟାଚ୍‌ ଦେଖିବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭୁବନେଶ୍ବରରେ ପହଞ୍ଚିଛନ୍ତି । ୫ଟିକିଆ ଟି୨୦ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା, ଭାରତକୁ ୭ ୱିକେଟରେ ପରାଜିତ କରିଥିଲା । ଆଜିର ମ୍ୟାଚ୍‌ରେ ବିଜୟୀ ହେବାକୁ ଚେଷ୍ଟା କରିବେ ପନ୍ତଙ୍କ ପଲ୍‌ଟନ୍‌ ।

Last Updated : Jun 12, 2022, 5:44 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.