ETV Bharat / city

ବାରବାଟୀ କାଉଣ୍ଟଡାଉନ: ଜାଣନ୍ତୁ କେଉଁ କାଉଣ୍ଟରରେ ମିଳିବ କେଉଁ ଟିକେଟ

ବାରବାଟୀ ମ୍ୟାଚ ପାଇଁ 12 କାଉଣ୍ଟରରେ ଉପଲବ୍ଧ ହେବ ଟିକେଟ୍ । ଗ୍ୟାଲେରୀ 1 ଠୁ ଆରମ୍ଭ କରି 6 ନମ୍ବର ପର୍ଯ୍ୟନ୍ତ ସମସ୍ତ ଟିକେଟ 1 ରୁ 10 ନମ୍ବର କାଉଣ୍ଟରରେ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛି ଓସିଏ ।

author img

By

Published : Dec 18, 2019, 11:32 PM IST

barabati match
ଜାଣନ୍ତୁ, କେଉଁ କାଉଣ୍ଟରରେ ମିଳିବ କେଉଁ ଟିକେଟ

କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ ମ୍ୟାଚ । ମହାଲଢେଇ ପାଇଁ ଗୁରୁବାର ଠାରୁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍ । ତେବେ 12ଟି କାଉଣ୍ଟରରେ ବିକ୍ରି ହେବ 10 ହଜାର 39 ଟି ଟିକେଟ୍‌ । ଏନେଇ ବିଧିବଦ୍ଧ ସୂଚନା ଦେଇଛି ଓସିଏ ।

ତେବେ ଗ୍ୟାଲେରୀ 1 ଠୁ ଆରମ୍ଭ କରି 6 ନମ୍ବର ପର୍ଯ୍ୟନ୍ତ ଏହି ସମସ୍ତ ଟିକେଟ 1 ରୁ 10 ନମ୍ବର କାଉଣ୍ଟରରେ ଉପଲବ୍ଧ ହେବ । ଏହାଛଡା ସ୍ପେଶାଲ ଏନକ୍ଲୋଜର, କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନର ଟିକେଟ 11 ଓ 12 ନମ୍ବର ଟିକେଟ କାଉଣ୍ଟରରେ ଉପଲବ୍ଧ ହେବ । ତେବେ କ୍ରିକେଟ ପ୍ରେମୀ ନିଶ୍ଚୟ ଟିକେଟ ପାଇବେ ବୋଲି ଆଶା ରଖିଛି ଓସିଏ । ଅନ୍ୟପଟେ ଅନଲାଇନରେ କଟା ଯାଇଥିବା ଟିକେଟ୍‌ 19, 20,21 ତାରିଖରେ ସ୍ଥାନୀୟ କେମ୍ବ୍ରିଜ ସ୍କୁଲରେ ଉପଲବ୍ଧ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଆସନ୍ତା କାଲି 12 ଟି କାଉଣ୍ଟର ରେ ବିକ୍ରି ହେବ 10 ହଜାର 39 ଟି ଟିକେଟ । ଏନେଇ ଆଜି ବିଧିବଦ୍ଧ ଭାବେ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ସମୁଦାୟ 12 ଟି ଟିକେଟ କାଉଣ୍ଟର ରେ ବିକ୍ରି ହେବ ଟିକେଟ । 9 ଟାରୁ ଆରମ୍ଭ ହେବ ଟିକେଟ ବିକ୍ରି ।

ତେବେ ଗ୍ୟାଲେରୀ 1 ଠୁ ଆରମ୍ଭ କରି 6 ନମ୍ବର ପର୍ଯ୍ୟନ୍ତ ଏହି ସମସ୍ତ ଟିକେଟ 1 ରୁ 10 ନମ୍ବର କାଉଣ୍ଟର ରେ ଉପଲବ୍ଧ ହେବ । ଏହାଛଡା ସ୍ପେଶାଲ ଏନକ୍ଲୋଜର , କର୍ପୋରେଟ ବକ୍ସ , ନ୍ୟୁ ପାଭିଲିୟନ ର ଟିକେଟ 11 ଓ 12 ନମ୍ବର ଟିକେଟ କାଉଣ୍ଟର ରେ ଉପଲଵଧ ହେବ । ତେବେ କ୍ରିକେଟ ପ୍ରେମୀ ନିଶ୍ଚୟ ଟିକେଟ ପାଇବେ ବୋଲି ଆଶା ରଖିଛି ଓସିଏ । ଅନ୍ୟପଟେ ଅନଲାଇନ ରେ କଟା ଯାଇଥିବା ଟିକେଟ 19, 20,21 ତାରିଖରେ ସ୍ଥାନୀୟ କେମ୍ବ୍ରିଜ ସ୍କୁଲ ରେ ଉପଲବ୍ଧ ହେବ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.