ETV Bharat / city

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ - କଟକ

ଡିସେମ୍ବର 22ରେ ମହାମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ତେବେ ଏନେଇ ଷ୍ଟାଡିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ
ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ
author img

By

Published : Dec 15, 2019, 11:33 AM IST

କଟକ: ଡିସେମ୍ବର 22ରେ ମହା ମୁକାବିଲା । ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ । ତେବେ ଏନେଇ ଷ୍ଟାଡିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ବାରବାଟୀ ଇତିହାସରେ ପ୍ରଥମ କରି ଦେଖାଦେଇଛି ଯେ, ଫ୍ୟାନ୍ସଙ୍କ ପାଇଁ ମ୍ୟାଟ ବ୍ୟବସ୍ଥା କରିଛି ଓସିଏ ।

କାରଣ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ ନୂଆ ନୂଆ କାମ ହୋଇଥିବାରୁ ସେଥିରେ ରଙ୍ଗ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଏହି ଅସୁବିଧାକୁ ଏଡ଼ାଇବା ପାଇଁ ଓସିଏ ନେଇଛି ଏପରି ନିଷ୍ପତ୍ତି ।

ବଦଳିଲା ବାରବାଟୀ ଇତିହାସ, ମ୍ୟାଟରେ ବସିବେ ଦର୍ଶକ

ସମସ୍ତ ଗ୍ୟାଲେରୀରେ ମ୍ୟାଟ ବିଛାଉଛି ଓସିଏ । ଯାହାଦ୍ବାରା ଦର୍ଶକ ବି ଖୁସ ଓସିଏ ବି ଖୁସ ।

କାରଣ ପୂର୍ବରୁ ମ୍ୟାଚ ସମୟରେ ଦର୍ଶକମାନେ ବିଭିନ୍ନ ଜିନିଷ ଖାଇ ସିଟ ଉପରେ ପକାଉଥିଲେ ଯାହାଦ୍ବାରା ଅଳିଆ ଆବର୍ଜନା ହୋଇ ଯାଉଥିଲା । କିନ୍ତୁ ଏହି ମ୍ୟାଟ ବ୍ୟବସ୍ଥା ହେବା ପରେ ସବୁ ଦର୍ଶକ ଯେତେ ମଜାମସ୍ତି କଲେ ସୁଦ୍ଧା ଗ୍ୟାଲେରୀରେ କୌଣସି ଫରକ ପଡିବନି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ତେବେ ଆଉ 2 ଦିନ ମଧ୍ୟରେ ସମସ୍ତ ଗ୍ୟାଲେରୀରେ ମ୍ୟାଟ ପଡିଯିବ ବୋଲି କହିଛନ୍ତି ସୂଚନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଡିସେମ୍ବର 22 ରେ ମହାମୁକାବିଲା । ମୁଂହମୁହିଁ ହେବେ ଭାରତ ଓ ୱେଷ୍ଟେଇଣ୍ଡିଜ । ତେବେ ଏନେଇ ଷ୍ଟାଡିଅମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ବାରବାଟୀ ଇତିହାସ ରେ ପଥମ କରି ଦେଖାଦେଇଛି ଯେ ଫ୍ୟାନ୍ସ ମାନଙ୍କ ପାଇଁ ମ୍ୟାଟ ଵ୍ୟଵସ୍ଥା କରିଛି ଓସିଏ । କାରଣ ଷ୍ଟାଡିଅମ ର ସମସ୍ତ ଗ୍ୟାଲେରୀ ନୂଆ ନୂଆ କାମ ହେଇଥିବାରୁ ସେଥିରେ ରଙ୍ଗ ଲାଗିବାର ମଧ୍ୟ ସମ୍ଭବନା ରହିଛି । ତେବେ ଏହି ଅସୁବିଧା କୁ ଏଡ଼ାଇବା ପାଇଁ ଓସିଏ ନେଇଛି ଏପରି ନିଷ୍ପତି ।

ସମସ୍ତ ଗ୍ୟାଲେରୀ ରେ ମ୍ୟାଟ ବିଛାଉଛି ଓସିଏ । ଯାହାଦ୍ୱାରା ଦର୍ଶକ ବି ଖୁସ ଓସିଏ ବି ଖୁସ । କାରଣ ପୂର୍ବରୁ ମ୍ୟାଚ ସମୟରେ ଦର୍ଶକ ମାନେ ବିଭିନ ଜିନିଷ ଖାଇ ସିଟ ଉପରେ ପକାଉଥିଲେ ଯାହାଦ୍ୱାରା ଅଳିଆ ଆବର୍ଜନା ଗ୍ୟାଲେରୀ ସିଟ ହୋଇଜାଉଥିଲା । କିନ୍ତୁ ଏହି ମ୍ୟାଟ ଵ୍ୟଵସ୍ଥା ହେବା ପରେ ସବୁ ଦର୍ଶକ ଯେତେ ମଜା ମସ୍ତି କଲେ ସୁଦ୍ଧା ଗ୍ୟାଲରୀ ରେ କୌଣସି ଫରକ ପଡିବନି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ଆଉ 2 ଦିନ ମଧ୍ୟରରେ ସମସ୍ତ ଗ୍ୟାଲେରୀ ରେ ମ୍ୟାଟ ପଡିଯିବ ବୋଲି କହିଛନ୍ତି ସେ

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.