ETV Bharat / city

ଜେଲରେ ଆତ୍ମହତ୍ୟା ଉଦ୍ୟମ: ଏସସିବିରେ ପ୍ରଦୀପ ସେଠୀ

author img

By

Published : Jan 22, 2020, 3:29 PM IST

ଏସସିବିରେ ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ। ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଏସସିବିକୁ ଅଣାଯାଇଥିଲା।

pradip sethi in scb
ଏସସିବିରେ ପ୍ରଦୀପ ସେଠୀ

କଟକ: ଏସସିବିରେ ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ। ଭୁବନେଶ୍ବର ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ବିଭିନ୍ନ ବିଭାଗରେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯିବାପରେ ପୁନର୍ବାର ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ସେ ସାମ୍ବାଦିକଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇନାହାଁନ୍ତି।

ଏସସିବିରେ ପ୍ରଦୀପ ସେଠୀ

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସିବି ରେ ବହୁ ଚର୍ଚ୍ଚିତ ଅର୍ଥତତ୍ୱ ଚିଟଫଂଡ କେଳେଳଙ୍କାରୀ ର ମୁଖିଆ ପ୍ରଦୀପ ସେଠି । ଭୁବନେଶ୍ୱର ଝାରପଡା କାରଗାର ରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ଅଣାଯାଇଥିଲା । କିନ୍ତୁ ସେ ସୁସ୍ଥ ଥିବା ନିଜେ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମ କରିଥିବା ପ୍ରଶ୍ନ ଆପଣ ମାନସିକ ରୋଗୀ କି ? ତାହାର ଉତ୍ତର ଦେଇ କହିଥିଲେ ଯେ ମୁଁ ସୁସ୍ଥ । ତେବେ ବିଭାନ ବିଭାଗ ରେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯାଇ ତାଙ୍କୁ ପୁନର୍ବାର ଝାରପଡା ଜେଲ କୁ ପଠାଇ ଦିଆଯାଇଛି ।

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.