ETV Bharat / city

ଏସସିବିରୁ ବାହାରିଲେ ଆଶୀର୍ବାଦ - ଏସସିବିରୁ ବାହାରିଲେ ଆଶୀର୍ବାଦ

ଏସସିବି ମେଡିକାଲରୁ ବାହାରିଛନ୍ତି ଆଶୀର୍ବାଦ ବେହେରା । ସିବିଆଇ ଦ୍ୱାରା ଗିରଫ ହେବା ପରେ ଅସୁସ୍ଥତା କାରଣରୁ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଆଶୀର୍ବାଦ । ଅଧିକ ଖବର ପଢନ୍ତୁ...

ଆଶୀର୍ବାଦ ବେହେରା
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 28, 2019, 2:08 AM IST

କଟକ: ଚିକିତ୍ସା ପରେ ଏସସିବି ମେଡିକାଲରୁ ବାହାରିଛନ୍ତି ଆଶୀର୍ବାଦ ବେହେରା । ଜାମିନ ପାଇବାର ଗୋଟିଏ ଦିନ ପରେ ବୁଧବାର ଏସସିବି ମେଡିକାଲରୁ ଘରକୁ ବାହୁଡିଛନ୍ତି ଆଶୀର୍ବାଦ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସିବିଆଇ ଦ୍ୱାରା ଗିରଫ ହେବା ପରେ ଅସୁସ୍ଥତା କାରଣରୁ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ ଆଶୀର୍ବାଦ ବେହେରା । ଏଟି ଚିଟଫଣ୍ଡ ଲିଙ୍କରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ମଙ୍ଗଳବାର ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ତେବେ ସେ ବୁଧବାର ମେଡିକାଲରୁ ବାହାରିଛନ୍ତି ।

ମେଡିକାଲରୁ ବାହାରିବା ପରେ ଆଶୀର୍ବାଦ କହିଛନ୍ତି ଯେ, "ସତ୍ୟ ଓ ଧର୍ମର ଜୟ ହୋଇଛି । ଭଗବାନ ଅଛନ୍ତି । ଗିରଫ ଦାରୀ ପଛରେ ମୁଁ କାହାକୁ ଦୋଷାରୋପ କରୁନାହିଁ । ନ୍ୟାୟ ଅନ୍ୟାୟ ଲାଗି ରହିଛି ବୋଲି ବେହେରା ପ୍ରତିକ୍ରିୟା ଦେଇଛନ୍ତି" ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସିବି ମେଡିକାଲ ରୁ ବାହାରିଲେ ଆଶ୍ରିବାଦ ବେହେରା । ଜାମିନ ପାଇବାର ଗୋଟିଏ ଦିନ ପରେ ଆଜି ଏସିବି ମେଡିକାଲ ରୁ ଘର ମୁହାଁ ହୋଇଛନ୍ତି ଆଶ୍ରିବାଦ ।

ସିବିଆଇ ଦ୍ୱାରା ଗିରଫ ହେବା ପରେ ଅସୁସ୍ଥତା କାରଣ ରୁ ଏସିବି ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଆଶ୍ରିବାଦ ବେହେରା । ଏଟି ଚିଟଫଣ୍ଡ ଲିଙ୍କ ରେ ଆଶ୍ରିବାଦ ଙ୍କୁ ଗିରଫ କରିଥିଲା ସିବିଆଇ । ଗତକାଲି ତାଙ୍କୁ ମିଳିଥିଲା ସର୍ତ୍ତମୂଳକ ଜାମିନ । ତେବେ ଆଜି ସେ ମେଡିକାଲ ରୁ ବାହାରିଛନ୍ତି ।

ଆଶ୍ରିବାଦ ଙ୍କ କହିବାନୁସାରେ , ସତ୍ୟ ଧର୍ମ ର ଜୟ ହୋଇଛି । ଭଗବାନ ଅଛନ୍ତି । ଗିରଫ ଦାରୀ ପଛରେ ମୁଁ କାହାକୁ ଦୋଷାରୋପ କରୁନି । ନ୍ୟାୟ ଅନ୍ୟାୟ ଲାଗି ରହିଛି ବୋଲି କହିଛନ୍ତି ସେ । Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.