ETV Bharat / city

ବର୍ଷା-ଅନୁଭବ ବିବାଦ; ଡିସେମ୍ବର 10ରେ ପରବର୍ତ୍ତୀ ଶୁଣାଣି, ପ୍ରତିକ୍ରିୟା ରଖିଲେ ଆଇନଜୀବୀ - ବର୍ଷା ଓ ଅନୁଭବ ବିବାଦ

ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଛାଡପତ୍ର ପ୍ରସଙ୍ଗରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଆଜି ଶୁଣାଣି ହୋଇଛି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ। ଅଧିକ ପଢନ୍ତୁ...

ବର୍ଷା ଓ ଅନୁଭବ ବିବାଦ; କଣ ରହିଛି ଆଇନଗତ ଦିଗ, ପ୍ରତିକ୍ରିୟା ରଖିଲେ ଆଇନଜୀବୀ

author img

By

Published : Oct 7, 2020, 4:53 PM IST

କଟକ: ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଛାଡପତ୍ର ପ୍ରସଙ୍ଗରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଆଜି ଶୁଣାଣି ହୋଇଛି। ଆସନ୍ତା ଡିସେମ୍ବର ୧୦ ତାରିଖରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରାଯାଇଛି। ତେବେ ଏହା ପରେ କଣ ରହିଛି ଆଇନଗତ ଦିଗ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ।

ବର୍ଷା ଓ ଅନୁଭବ ବିବାଦ; କଣ ରହିଛି ଆଇନଗତ ଦିଗ, ପ୍ରତିକ୍ରିୟା ରଖିଲେ ଆଇନଜୀବୀ

ଡିସେମ୍ବର ୧୦ ତାରିଖରେ ବର୍ଷା, କୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ ବାଧ୍ୟତା ରହିଛି । ଏହି ସମୟରେ ସେ ଓକିଲ ମାଧ୍ୟମରେ ପ୍ରତିକ୍ରିୟା ରଖିପାରିବେ ନାହିଁ। ଏଥିପାଇଁ କୋର୍ଟଙ୍କ ଅନୁମତି ଦରକାର। ସେହିପରି ଏହି ମାମଲାକୁ କଟକକୁ ଟ୍ରାନ୍ସଫର କରିବାକୁ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଉଭୟଙ୍କ ବିବାହାଘର ଯେହେତୁ କଟକରେ ହୋଇଥିଲା, କୋର୍ଟ ଏହି ମାମଲାକୁ କଟକକୁ ଟ୍ରାନ୍ସଫର କରିପାରନ୍ତି ।ତେବେ ବର୍ଷା କୋର୍ଟରେ ହଜାର ହେବା ପରେ ଉଭୟଙ୍କୁ କାଉନସେଲିଂ କରାଯିବାର ନିୟମ ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.