ETV Bharat / city

Cuttack Mahanadi Tragedy: ନିଖୋଜ ସାଦିକଙ୍କ ମୃତଦେହ ଉଦ୍ଧାର

କଟକ ମହାନଦୀ ବୁଡି ଘଟଣା । ଯୋବ୍ରା ନିକଟ ଗୁରୁଦ୍ୱାର ପଛ ପଟୁ ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 12, 2022, 9:03 AM IST

Updated : Apr 12, 2022, 9:18 AM IST

Cuttack Mahanadi Tragedy: ନିଖୋଜ ସାଦିକଙ୍କ ମୃତଦେହ ଉଦ୍ଧାର
Cuttack Mahanadi Tragedy: ନିଖୋଜ ସାଦିକଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀ ବୁଡି ଘଟଣା । ଯୋବ୍ରା ନିକଟ ଗୁରୁଦ୍ୱାର ପଛ ପଟୁ ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଏମ ଡି ସାଦିକ। ପୂର୍ବରୁ ଦୁଇ ଜଣଙ୍କ ମୃତଦେହ ଠାବ କରିଥିଲା ଉଧାରକାରୀ ଦଳ । ଆଉ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଓ ଅଗ୍ନିଶମ ବିଭଗ ।

ସୂଚନା ଅନୁଯାଇ ଗତ ରବିବାର ୩ ଜଣ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ପ୍ରଥମ ଦିନ ସାହିଲ ନାମକ ଯୁବକଙ୍କୁ ଉଦ୍ଧାର କରଯାଇଥିଲା ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ଗତକାଲି ମଧ୍ୟାହ୍ନ ସମୟରେ ଛୋଟୁର ମୃତଦେହ ଠାବ ହୋଇଥିଲା । ଆଉ ଆଜି ସାଦିକଙ୍କ ମୃତଦେହ ଠାବ ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 12, 2022, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.