ETV Bharat / city

ଷ୍ଟାର ଦମ୍ପତି ବିବାଦ:ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ

ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ
author img

By

Published : Jan 28, 2021, 3:29 PM IST

Updated : Jan 28, 2021, 4:53 PM IST

15:17 January 28

ବର୍ଷା ଅନୁଭବ ବିବାଦ: ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ

ଦରଖାସ୍ତର ଶୁଣାଣି କଲେ ଏସଡ଼ିଜେଏମ କୋର୍ଟ

କଟକ:ବର୍ଷା ଅନୁଭବ ବିବାଦ ମାମଲାରେ ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଦରଖାସ୍ତର ଶୁଣାଣି ହୋଇଛି । ଗୁରୁବାର କଟକ ଏସଡ଼ିଜେଏମ  କୋର୍ଟ ଏହି ଶୁଣାଣି କରିଛନ୍ତି । ତେବେ ଆସନ୍ତା ଫେବୃଆରୀ ୫ରେ ଏହାର ନିର୍ଦ୍ଦେଶନାମା ହେବ । ଘରୋଇ ହିଂସା ଅଭିଯୋଗ କରି ବର୍ଷା ଏସଡ଼ିଜେଏମ  କୋର୍ଟରେ କରିଛନ୍ତି ମୂଳ ମାମଲା । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Jan 28, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.