ETV Bharat / city

କଟକ ସିଟି ହସ୍ପିଟାଲରେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ - ରାଜ୍ୟରେ କୋରୋନା ଅପଡେଟ

କଟକ ସିଟି ହସ୍ପିଟାଲରେ ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ସମ୍ପୃକ୍ତ ଡାକ୍ତର ଜଣକ କିଛି ଦିନ ଧରି ଜ୍ଵରରେ ପୀଡିତ ଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

corona in cuttacki, cuttack latest news, corona situation in cuttack, corona update in odisha, coronavirus news, କଟକରେ କୋରୋନା, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ କୋରୋନା ସ୍ଥିତି, ରାଜ୍ୟରେ କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
କଟକ ସିଟି ହସ୍ପିଟାଲରେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ
author img

By

Published : May 26, 2020, 10:24 PM IST

କଟକ: କଟକ ସିଟି ହସ୍ପିଟାଲରେ ଜଣେ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ । ସମ୍ପୃକ୍ତ ଡାକ୍ତର ଜଣକ କିଛି ଦିନ ଧରି ଜ୍ଵରରେ ପୀଡିତ ଥିବା ସୂଚନା ମିଳିଛି । ତାଙ୍କର ମଙ୍ଗଳବାର କୋରୋନା ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ବାହାରିଛି ।

ଏଥିସହ ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା 1518ରେ ପହଞ୍ଚିଛି । ଅନ୍ୟପଟେ ଏଯାବତ୍‌ ରାଜ୍ୟରେ 733 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ବେଳେ 7 ଜଣଙ୍କ ମୃତ୍ୟୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.