ETV Bharat / city

କୋଭିଡ କିଟ କିଣା ଦୁର୍ନୀତି, ହାଇକୋର୍ଟରେ ମାମଲା ରୁଜୁ - ହାଇକୋର୍ଟରେ ବେଆଇନ ମେଡିକାଲ ସାମଗ୍ରୀ କ୍ରମ ମାମଲା

କୋଭିଡ-19 ସମୟରେ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଘଟଣାରେ ସୋମବାର ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା । ଅଧିକ ପଢନ୍ତୁ...

illegal medical supplies purchase amid pandeic, case against illegal medical supplies purchase, cuttack latest news, illegal medical supplies purchase case in highcourt, ମହାମାରୀରେ ବେଆଇନ ମେଡିକାଲ ସାମଗ୍ରୀ କ୍ରୟ, ବେଆଇନ ମେଡିକାଲ ସାମଗ୍ରୀ କ୍ରୟକୁ ବିରୋଧ, ହାଇକୋର୍ଟରେ ବେଆଇନ ମେଡିକାଲ ସାମଗ୍ରୀ କ୍ରମ ମାମଲା, କଟକ ଲାଟେଷ୍ଟ ନ୍ୟୁଜ୍‌
ମହାମାରୀରେ ବେଆଇନ ମେଡିକାଲ ସାମଗ୍ରୀ କ୍ରୟକୁ ହାଇକୋର୍ଟରେ ବିରୋଧ
author img

By

Published : Jun 8, 2020, 10:23 PM IST

କଟକ: କୋଭିଡ-19 ସମୟରେ ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ଘଟଣାରେ ସୋମବାର ହାଇକୋର୍ଟରେ ରୁଜୁ ହୋଇଛି ଏକ ଜନସ୍ବାର୍ଥ ମାମଲା । ଜାତୀୟତାବାଦ ଓକିଲ ମଞ୍ଚ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନକୁ ଉଲ୍ଲଙ୍ଘନ କରି ରାଜ୍ୟ ସରକାର ଅଧିକ ଟଙ୍କାରେ ଓ ବେଆଇନ ଭାବେ ମେଡିକାଲ ସାମଗ୍ରୀ କିଣିଥିବା ନେଇ ଏହି ମାମଲାରେ ଅଭିଯୋଗ ହୋଇଛି ।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ଦେଖାଯାଇଛି । ତେଣୁ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହି ଘଟଣାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.