ETV Bharat / city

Chhatra Bazar Bridge Collapsed: ୨ ମୃତ, ମୁଖ୍ୟମନ୍ତ୍ରୀଙ୍କ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା, RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁଶୁଡିଲା ଛତ୍ର ବଜାର ପୋଲ । ୨ ମୃତ, ଜଣେ ଗୁରୁତର । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର କର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

author img

By

Published : Mar 9, 2022, 7:26 PM IST

Updated : Mar 9, 2022, 11:02 PM IST

ଛତ୍ର ବଜାର ପୋଲ ଭୁଶୁଡି ୨ ମୃତ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା, RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ : ଛତ୍ର ବଜାରରେ ପୋଲ ଭୁଶୁଡିବା ଘଟଣା । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଯିବ । ଘଟଣାର RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି(ବୁଧବାର) ସଂନ୍ଧ୍ୟା ସମୟରେ ଛତ୍ର ବଜାର ପୋଲ ଭୁଶୁଡି ପଡିଥିଲା । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ି ପଡ଼ିବାରୁ ମାଟି ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ଯୁ ଘଟିଥିଲା । ଏହାସହ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଛି ।

ସେପଟେ, ଘଟଣାସ୍ଥଳରେ ଓଡ୍ରାଫ ପକ୍ଷରୁ ଉଦ୍ଧାର କର୍ଯ୍ୟ ଜାରି ରହିଛି । ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ମଧ୍ୟ କରାଯାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ,କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂହ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏ ଦିଗରେ ଅଧିକ ତଦନ୍ତ ହେବ ବୋଲି କହିଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ଘଟଣାକ୍ରମ-

ପୋଲ କାମ ଚାଲିଥିବା ବେଳେ ସାଇଡ୍ ୱାଲ୍ ଭୁଶୁଡ଼ିଲା

ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଓଡ୍ରାଫ୍ ଟିମ୍

ଭଗ୍ନାଂଶ ତଳୁ ୩ ଜଣଙ୍କୁ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା

ଉଦ୍ଧାର ୩ ଜଣଙ୍କ ମଧ୍ୟରୁ 2 ମୃତ, ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି

ଅନ୍ୟ ଜଣେ ସାମାନ୍ୟ ଆହତ ସୂଚନା ।

  • Odisha CM Naveen Patnaik has conveyed his deep condolence to the bereaved family & announced an ex gratia of Rs 3 lakh for the next of the kin, along with a Revenue Divisional Commissioner level inquiry; also directed for providing the best medical treatment to the injured: CMO pic.twitter.com/y2eqQIhBEH

    — ANI (@ANI) March 9, 2022 " class="align-text-top noRightClick twitterSection" data=" ">

ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା

କଟକ ଛତ୍ରବଜାର ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ

RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 9, 2022, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.