ETV Bharat / city

ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଚାଲିଗଲା ୧୦ ବର୍ଷ ବାଳକର ଜୀବନ

ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳରେ ଅଘଟଣ । ଜଣେ ୧୦ବର୍ଷର ବାଳକ ମହମ୍ମଦ ଆଜମାଲ ମହାନଦୀଘାଟରେ ଗାଧୋଇବାବେଳେ ଗୋଡ଼ ଖସି ଭାସି ଯାଇଥିଲେ । ଅଧିକ ପଢନ୍ତୁ...

author img

By

Published : May 22, 2021, 8:12 PM IST

a-10 year minor-drowned-in-river
ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଚାଲିଗଲା ୧୦ ବର୍ଷ ବାଳକର ଜୀବନ

କଟକ: ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳରେ ଅଘଟଣ । ଜଣେ ୧୦ବର୍ଷର ବାଳକ ମହମ୍ମଦ ଆଜମାଲ ମହାନଦୀଘାଟରେ ଗାଧୋଉ ଥିବାବେଳେ ଗୋଡ଼ ଖସି ଭାସି ଯାଇଥିଲେ ।

ଘଟଣାସ୍ଥଳରେ ଚୌଦ୍ବାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ବାଳକଙ୍କ ମୃତ୍ୟୁଦେହ ପ୍ରାୟ ୩ ଘଣ୍ଟା ପରେ ଉଦ୍ଧାର କରିଛନ୍ତି । ମୃତକ ବାଳକକୁ ଚୌଦ୍ୱାର ପୋଲିସ ପୋଷ୍ଟମର୍ଟମ ପାଇଁ ବଡ଼ ମେଡିକାଲକୁ ପଠାଇଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.