ETV Bharat / city

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

କଟକରୁ 4 ଡକାୟତ ଗିରଫ । ଡକାୟତି ଉଦ୍ୟମ କରୁଥିବା ବେଳେ ଅଚାନକ ଚଢାଉ କରି ଗିରଫ କରିଛି ପୋଲିସ ।

author img

By

Published : Nov 24, 2019, 2:48 PM IST

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

କଟକ: ଡକାୟତି ଉଦ୍ୟମ ପଣ୍ଡ କଲା କମିଶନରେଟ ପୋଲିସ । ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ଚୌଦ୍ବାର ପୋଲିସ ।

ଶନିବାର ବିଳମ୍ବିତ ରାତିରେ ମଙ୍ଗଳପୁର ବାଣିପଦା ରାସ୍ତାରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଅଚାନକ କରିଥିଲା ଚଢ଼ାଉ । ଏଥିରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ବାଇକ, ଭୁଜାଲି, ଗୋଟିଏ ବନ୍ଧୁକ ଓ 2 ଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।

ଚୌଦ୍ବାରରୁ ଗିରଫ ହେଲେ 4 ଡ଼କାୟତ

ଗିରଫ ହୋଇଥିବା ଅପରାଧି ମାନେ କାହ୍ନୁ ଚରଣ ବେହେରା, ସୁକାନ୍ତ ସ୍ବାଇଁ, ରଞ୍ଜନ ସେଠୀ ଓ ବିଜୟ ନାୟକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ଡକାୟତି ଉଦ୍ୟମ ପଣ୍ଡ କଲା କମିଶନରେଟ ପୋଲିସ । ୪ ଜଣଙ୍କୁ ଗିରଫ କରିଲା ଚୌଦ୍ୱାର ଥାନା ପୋଲିସ।

ଗତକାଲି ବିଳମ୍ବିତ ରାତିରେ ମଙ୍ଗଳପୁର ବାଣିପଦା ରାସ୍ତାରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଅଚାନକ କରିଥିଲା ଚଢ଼ାଉ । ଆଉ ପରେପରେ ୪ ଜଣଙ୍କୁ ଗିରଫ କରିବା ସହ ,ଏକ ବାଇକ ଓ ଭୁଜାଲି, ଗୋଟିଏ ବନ୍ଧୁକ, 2 ଟି ଅଫୁଟା ଗୁଳି ଜବତ ମଧ୍ୟ କରିଥିଲା କମିଶନରେଟ ପୋଲିସ ।

ଗିରଫ ହୋଇଥିବା ଅପରାଧି ମାନେ କାନହୁ ଚରଣ ବେହେରା , ସୁକାନ୍ତ ସ୍ୱାଇଁ , ରଞ୍ଜନ ଜେଠି , ବିଜୟ ନାୟକ । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.