ETV Bharat / city

କଟକଣା ଉଲ୍ଲଂଘନ: ସିଲଭରସିଟିରେ 301 ଜଣ ଗାଡି ଚାଳକ ଗଣିଲେ ତଣ୍ଡ - coronavirus

ମହଙ୍ଗା ପଡିଲା ରାସ୍ତାରେ ବୁଲିବା । ସିଲଭରସିଟିରେ 301 ଜଣ ଗାଡି ଚାଳକ ଗଣିଲେ ତଣ୍ଡ । ଅଧିକ ପଢନ୍ତୁ...

fine collection by police in cuttack
କଟକଣା ଉଲ୍ଲଂଘନ: ସିଲଭରସିଟିରେ 301 ଜଣ ଗାଡି ଚାଳକ ଗଣିଲେ ତଣ୍ଡ
author img

By

Published : Apr 25, 2020, 10:17 PM IST

କଟକ: ରାସ୍ତା ଉପରକୁ ନ ଆସିଲେ ପେଟ ପୁରୁନି । ଫାଇନ ଗଣି ଗଣି ପୋଲିସ ନାକେଦମ । ହେଲେ ଅମାନିଆ ବାବୁ ମାନେ ଜିଦରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ କାଟିବୁ ଚକ୍କର ।

ଏହି କ୍ରମରେ ଶନିବାର କଟକର ବିଭିନ୍ନ ଚେକିଂ ଓ ବ୍ଳକିଙ୍ଗ ସ୍ଥାନରେ ଶତାଧିକ ଗାଡି ଚାଳକ ଗଣିଛନ୍ତି ତଣ୍ଡ । ସମୁଦାୟ 301 ଜଣ ଗାଡି ଚାଳକ ଗଣିଛନ୍ତି ମୋଟା ଅଙ୍କର ତଣ୍ଡ । ସେହିପରି ମାସ୍କ ନ ପିନ୍ଧି 67 ଜଣ ଗଣିଛନ୍ତି ଫାଇନ । ପୋଲିସ ଓ ଜିଲ୍ଲା ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ ବିନା ମାସ୍କରେ ବଜାର ଆସି ହଟାହଟା ହେଉଛନ୍ତି ଜନତା ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.