ETV Bharat / city

ହାଇକୋର୍ଟ ଫୁଲ ବେଞ୍ଚ ନୋଟିସକୁ ସାମ୍ନା କରିବେ ୩୦ ଆଇନଜୀବୀ - ହାଇକୋର୍ଟ ବାର ଆସୋସିଏସନ

ହାଇକୋର୍ଟ ଫୁଲ ବେଞ୍ଚ ନୋଟିସକୁ ସାମ୍ନା କରିବାକୁ ହାଇକୋର୍ଟ ବାର ପକ୍ଷରୁ ୩୦ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Oct 19, 2019, 6:23 PM IST

କଟକ: ହାଇକୋର୍ଟ ଫୁଲ ବେଞ୍ଚର ନୋଟିସକୁ ସାମ୍ନା କରିବାକୁ ହାଇକୋର୍ଟ ବାର ପକ୍ଷରୁ ୩୦ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆସନ୍ତା ୨୧ ତାରିଖରେ ଫୁଲ ବେଞ୍ଚଙ୍କ ନୋଟିସର ଜବାବ ଦେବେ ହାଇକୋର୍ଟ ବାର ପକ୍ଷରୁ ନିୟୋଜିତ ହୋଇଥିବା ୩୦ ବରିଷ୍ଠ ଆଇନଜୀବୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏନେଇ ଶନିବାର ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ରାଜ୍ୟର ସମସ୍ତ ବାର , ହାଇକୋର୍ଟ ବାରର ନିଷ୍ପତ୍ତି ଉପରେ ସହମତ ପ୍ରକାଶ କରିଥିଲେ । ତେବେ ଏନେଇ ଶନିବାର ହାଇକୋର୍ଟ ବାର ମଧ୍ୟରେ ବୈଠକ ହୋଇଥିଲା । ଫୁଲ ବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାରର ବରିଷ୍ଠ ଆଇନଜୀବୀ ମାମଲା ପରିଚାଳନା କରିବା ଉପରେ ସମସ୍ତେ ମତ ରଖିଥିଲେ ।

ହାଇକୋର୍ଟ ବାରର ସମସ୍ତ କର୍ମକର୍ତ୍ତାଙ୍କ ମତ ଅନୁଯାୟୀ ୩୦ ଜଣ ବରିଷ୍ଠ ଆଇନଜୀବୀଙ୍କୁ ନିୟୋଜିତ କରାଯାଇଛି । ଆସନ୍ତା ୨୧ ତାରିଖରେ ଫୁଲବେଞ୍ଚଙ୍କ ନୋଟିସ ର ଉତ୍ତର ରଖିବେ ହାଇକୋର୍ଟ ବାର ପକ୍ଷରୁ ନିୟୋଜିତ ହୋଇଥିବା ବରିଷ୍ଠ ଆଇନଜୀବୀ ।

ତେବେ ୨୧ ତାରିଖ ଯାଏଁ କୋର୍ଟ କାର୍ଯ୍ୟ ଵନ୍ଦ ରହିବ । ସେହିଦିନ ଅପରାହ୍ନ 1.15ରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ହାଇକୋର୍ଟ ଫୁଲ ବେଞ୍ଚ ର ନୋଟିସ କୁ ସାମ୍ନା କରିବାକୁ ହାଇକୋର୍ଟ ବାର ପକ୍ଷରୁ ୩୦ ଜଣ ବରିଷ୍ଠ ଆଇନଜୀବୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଆସନ୍ତା ୨୧ ତାରିଖରେ ଫୁଲବେଞ୍ଚ ଙ୍କ ନୋଟିସ ର ଜବାବ ଦେବେ ହାଇକୋର୍ଟ ବାର ପକ୍ଷରୁ ନିୟୋଜିତ ହୋଇଥିବା ଏହି ୩୦ ବରିଷ୍ଠ ଆଇନଜୀବୀ।ଏନେଇ ଆଜି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଛି।
ଗତକାଲି ରାଜ୍ୟର ସମସ୍ତ ବାର ,ହାଇକୋର୍ଟ ବାର ର ନିଷ୍ପତ୍ତି ଉପରେ ସହମତ ପ୍ରକାଶ କରିଥିଲେ।ତେବେ ଏନେଇ ଆଜି ହାଇକୋର୍ଟ ବାର ମଧ୍ୟରେ ବୈଠକ ହୋଇଥିଲା।ଫୁଲବେଞ୍ଚ ଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ବାର ର ବରିଷ୍ଠ ଆଇନଜୀବୀ ମାମଲା ପରିଚାଳନା କରିବା ଉପରେ ସମସ୍ତେ ମତ ରଖିଥିଲେ।ହାଇକୋର୍ଟ ବାର ର ସମସ୍ତ କର୍ମକାର୍ତ୍ତା ଙ୍କ ମତ ଅନୁଯାୟୀ ୩୦ ଜଣ ବରିଷ୍ଠ ଆଇନଜୀବୀ ଙ୍କୁ ନିୟୋଜିତ କରାଯାଇଛି।ଆସନ୍ତା ୨୧ ତାରିଖରେ ଫୁଲବେଞ୍ଚ ଙ୍କ ନୋଟିସ ର ଉତ୍ତର ରଖିବେ ହାଇକୋର୍ଟ ବାର ପକ୍ଷରୁ ନିୟୋଜିତ ହୋଇଥିବା ବରିଷ୍ଠ ଆଇନଜୀବୀ।ତେବେ ୨୧ ତାରିଖ ପର୍ଯ୍ୟନ୍ତ କୋର୍ଟକାର୍ୟ ଵନ୍ଦ ରହିବ।ସେହିଦିନ ଅପରାହ୍ନ ୧.୪୫ ରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ସଭାପତି କହିଛନ୍ତି।

ବାଇଟ - ଗୋପାଳକୃଷ୍ଣ ମହାନ୍ତି,ହାଇକୋର୍ଟ ବାର ସଭାପତି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.