ETV Bharat / city

ଖୋଲୁଛି ବାଙ୍କୀ ମର୍ଡର ମିଷ୍ଟ୍ରିର ଗୁମର: ମାଷ୍ଟରମଇଣ୍ଡ ଗିରଫ

ବାଙ୍କୀ ମର୍ଡର ମିଷ୍ଟ୍ରିର ଅଭିଯୁକ୍ତ ବଳିଆ ଓ ଜିତୁ ଗିରଫ ହୋଇଛନ୍ତି । ଏହାସହ ଅନ୍ୟ 2 ଜଣଙ୍କୁ ମଧ୍ୟ ଗିରଫ ପରେ ପଚରାଉଚୁରା ଜାରି ରଖିଛି ଗ୍ରାମଞ୍ଚଳ ପୋଲିସ । ଅଧିକ ପଢନ୍ତୁ....

author img

By

Published : Feb 20, 2020, 6:54 PM IST

ଖୋଲୁଛି ବାଙ୍କୀ ମର୍ଡର ମିଷ୍ଟ୍ରିର ଗୁମର: ଗିରଫ ହେଲା ମାଷ୍ଟରମଇଣ୍ଡ

କଟକ: ବାଙ୍କୀ ମର୍ଡର ମିଷ୍ଟ୍ରିର ଖୋଲିଲା ଗୁମର । ଗିରଫ ହେଲେ ଦୁଇ ଅଭିଯୁକ୍ତ ବଳିଆ ଓ ଜିତୁ । ଏହାସହ ଅନ୍ୟ 2 ଜଣଙ୍କୁ ମଧ୍ୟ ଗିରଫ ପରେ ପଚରାଉଚୁରା ଜାରି ରଖିଛି ଗ୍ରାମଞ୍ଚଳ ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରେ ରହିଛି ମାଷ୍ଟରମଇଣ୍ଡ । ଯାହାର ନାଁ କାଳିଆ ବୋଲି ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବଂର ପୂର୍ବ ଶତ୍ରୁତା ବୋଲି ସୂଚନା ମିଳିଛି। ଗତ 15 ତାରିଖରେ ଏହି ଘଟଣା ଘଟିଥିଲା। 1 ମାସ ପୂର୍ବରୁ ଯୋଜନା ପୂର୍ବକ ହେବାକୁ କାର୍ଯ୍ୟକାରୀ କରାଯାଇଥିଲା।

ତେବେ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି ସର୍ବମୋଟ 15 ଅଭିଯୁକ୍ତ । ଵର୍ତ୍ତମାନ ସୁଦ୍ଧା ପୋଲିସ 4 ଜଣକୁ ଗିରଫ କିରଥିବାବେଳେ ଅନ୍ୟ ସମସ୍ତେ ଫେରାର ଅଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମାଷ୍ଟର ମାଇଣ୍ଡ କାଳିଆକୁ ପଚରା ଉଚୁରା ଜାରି ରହିଛି । ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ ଆଉ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେବ ବୋଲି କହିଛନ୍ତି ଏସପି ରାଧା ବିନୋଦ ପାଣିଗ୍ରାହୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.