ETV Bharat / city

ବରିଷ୍ଠ ଆଇନଜୀବୀ ଡଃ ଅଶୋକ ମହାପାତ୍ରଙ୍କ ତୈଳଚିତ୍ର ଉନ୍ମୋଚିତ - କଟକ ଖବର

ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ସ୍ୱର୍ଗତଃ ଡ଼ଃ ଅଶୋକ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ । ଉନ୍ମୋଚିତ ହେଲା ବରିଷ୍ଠ ଆଇନଜୀବୀ ଡଃ ଅଶୋକ ମହାପାତ୍ରଙ୍କ ତୈଳଚିତ୍ର । ଅଧିକ ପଢନ୍ତୁ...

ଉନ୍ମୋଚିତ ହେଲା ବରିଷ୍ଠ ଆଇନଜୀବୀ ଡଃ ଅଶୋକ ମହାପାତ୍ରଙ୍କ ତୈଳଚିତ୍ର

author img

By

Published : Nov 10, 2021, 8:36 PM IST

କଟକ: ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର ଆସୋସିଏସନ ପୂର୍ବତନ ସଭାପତି ସ୍ୱର୍ଗତଃ ଡ଼ଃ ଅଶୋକ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ହାଇକୋର୍ଟ ବାର କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଡ଼ଃ ଅଶୋକ ମହାପାତ୍ର ମେମୋରିଆଲ କମିଟି ପକ୍ଷରୁ ଏକ ସ୍ମୃତି ସଭା ପାଳନ କରାଯାଇଛି।

ଉନ୍ମୋଚିତ ହେଲା ବରିଷ୍ଠ ଆଇନଜୀବୀ ଡଃ ଅଶୋକ ମହାପାତ୍ରଙ୍କ ତୈଳଚିତ୍ର

ଏଥିସହ ସ୍ୱର୍ଗତଃ ଅଶୋକ ମହାପାତ୍ରଙ୍କ ତୈଳଚିତ୍ର ମଧ୍ୟ ଉନ୍ମୋଚିତ କରାଯାଇଛି । ଏହି ଅବସରରେ ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡଙ୍ଗୀ, ଜଷ୍ଟିସ ଯଶୱନ୍ତ ସିଂହ, ଜଷ୍ଟିସ ଆଦିତ୍ୟ ମହାପାତ୍ର, ଜଷ୍ଟିସ ଶଶିକାନ୍ତ ମିଶ୍ର, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ହାଇକୋର୍ଟ ବାର ଆସୋସିଏସନ ସଭାପତି ଜଗବନ୍ଧୁ ସାହୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.