ETV Bharat / city

ଅପରାହ୍ନରେ ପ୍ରକାଶ ପାଇବ ଦଶମ ଅଫଲାଇନ ପରୀକ୍ଷାର୍ଥୀଙ୍କ ରେଜଲ୍ଟ

author img

By

Published : Aug 24, 2021, 2:06 PM IST

Updated : Aug 24, 2021, 2:30 PM IST

ଅପରାହ୍ନରେ ରେଜଲ୍ଟର୍ଥୀଙ୍କ ରେଜଲ୍ଟଆସିବ ଦଶମ ଅଫଲାଇନ ପରୀକ୍ଷାର୍ଥୀଙ୍କ ରେଜଲ୍ଟ
ଅପରାହ୍ନରେ ଆସିବ ଦଶମ ଅଫଲାଇନ ପରୀକ୍ଷାଅପରାହ୍ନରେ ଆସିବ ଦଶମ ଅଫଲାଇନ ପରୀକ୍ଷାର୍ଥୀଙ୍କ

13:57 August 24

ଅପରାହ୍ନରେ ଆସିବ ଦଶମ ଅଫଲାଇନ ପରୀକ୍ଷାର୍ଥୀଙ୍କ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଦଶମ ଅଫଲାଇନ ପରୀକ୍ଷାର୍ଥୀଙ୍କ ଫଳାଫଳ  । ଅପରାହ୍ନ ୩:୩୦ ଆସିବ ଫଳ  । www.nic.in ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ  । ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ଏନେଇ ସୂଚନା ଦେଇଛନ୍ତି  ।

ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ଏଥିପାଇଁ ରାଜ୍ୟର ମୋଟ 15 ହଜାର 136 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ 6597 ଜଣ ରେଗୁଲାର, 8493 ଓପନ ସ୍କୁଲ ପରୀକ୍ଷାର୍ଥୀ ଏବଂ 61 ଜଣ ମଧ୍ୟମା ପରିକ୍ଷାର୍ଥୀ ରହିଛନ୍ତି । ଆଜି ଏମାନଙ୍କ ରେଜଲ୍ଟ ଆସିବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2021, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.