ETV Bharat / city

3 ଘଣ୍ଟା ପରେ ବାଣୀବିହାର ଲାଇବ୍ରେରୀ ଛାତରୁ ଯୁବକ ଉଦ୍ଧାର - ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଥିବା ଯୁବକ ଉଦ୍ଧାର

ଦୀର୍ଘ ତିନି ଘଣ୍ଟା ପରେ ଉଦ୍ଧାର ପାଇଲେ ବାଣୀବିହାର ଲାଇବ୍ରେରୀ ଛାତରେ ଚଢିଥିବା ଯୁବକ । ଅଗ୍ନିଶମ ବିଭାଗର ପ୍ରୟାସରେ ବିପଦପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅଧିକ ଖବର ପଢନ୍ତୁ...

ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଯୁବକ, ଚାଲିଛି ଉଦ୍ଧାର
author img

By

Published : Nov 22, 2019, 1:16 PM IST

Updated : Nov 22, 2019, 4:38 PM IST

ଭୁବନେଶ୍ବର: ଦୀର୍ଘ ତିନି ଘଣ୍ଟା ପରେ ଉଦ୍ଧାର ପାଇଲେ ବାଣୀବିହାର ଲାଇବ୍ରେରୀ ଛାତରେ ଚଢିଥିବା ଯୁବକ । ଅଗ୍ନିଶମ ବିଭାଗର ପ୍ରୟାସରେ ବିପଦପୂର୍ଣ୍ଣ ସ୍ଥାନରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସମ୍ପୃକ୍ତ ଯୁବକ ଜଣଙ୍କ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁବୋଧ ବାରିକ ବୋଲି ଜଣାପଡିଛି ।

ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଥିବା ଯୁବକ ଉଦ୍ଧାର

ତେବେ ଏହି ଉଦ୍ଧାର କାର୍ଯ୍ୟରେ 65 ଜଣ ଅଗ୍ନିଶମ ଅଧିକାରୀ ନିୟୋଜିତ ଥିଲେ । ଏକ ମାସ ଧରି ସମ୍ପୃକ୍ତ ଯୁବକ ଜଣକ ନୟାପଲ୍ଲୀ ଅଞ୍ଚଳରୁ ନିଖୋଜ ଥିଲେ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପାଖାପାଖି 80 ଫୁଟ ଉଚ୍ଚର ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯୁବକ ଜଣଙ୍କ ଥିଲେ । ଖବର ପାଇ ଅଗ୍ନିଶମବାହିନୀ ଉଦ୍ଧାର ପ୍ରୟାସ ଜାରି ରଖିଥିଲେ ବି ସେ ଆତ୍ମହତ୍ୟାର ଧମକ ଦେଇ ଧରାଦେଉନଥିଲା । ତେବେ ପାଖାପାଖି 3 ଘଣ୍ଟାପରେ ଅଗ୍ନିଶମ କର୍ମଚାରୀ ବ୍ରୁଣ୍ଟୋ ହାଇ ବିଲଡି ରେସକ୍ୟୁ ମେସିନ ଜରିଆରେ ଯୁବକକୁ ଉଦ୍ଧାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବାଣିବିହାର ଲାଇବ୍ରେରୀର ଉପରେ ଯୁବକ,
ଅଗ୍ନିଶମ କର୍ମଚାରିଙ୍କ ଜାରି ରହିଛି ଉଦ୍ଧାରBody:

୮୦ ଫୁଟ ଉଚରେ ଯୁବକ।ଅସୁରକ୍ଷିତ ଓ ବିପଦପୁର୍ଣ ଅବସ୍ଥାରେ ଫସିରହିଛନ୍ତି ଅଜଣାଯୁବକ।ବାଣି ବିହାର ପରିଜା ଲାଇବ୍ରେରୀ ଉପରେ ଏପରି ଜଣେ ଯୁବକକୁ ଦେଖି ଭୟର ଆତଙ୍କ।ଖସିପଡିବା ଭୟରେ ଅଗ୍ନିଶମ ଜାରି ରଖିଛି ଉଦ୍ଧାର।ଏନେଇ ଆଜି ସକାଳ ୧୦ ଟା ସମୟରେ ଏପରି ଦେଖି ଖବର ପାଇ ଅଗ୍ନିଶମ କର୍ମଚାରି ବ୍ରୁଣ୍ଟୋ ହାଇ ବିଲଡି ରେସ୍କୁ ମେସିନ ଜରିଆରେ ଜାରି ରଖିଛନ୍ତି ଉଦ୍ଘାର।Conclusion:
Last Updated : Nov 22, 2019, 4:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.