ETV Bharat / city

ମହିଳାଙ୍କ ପାଇଁ ଦିନଟିଏ, ପରିଜନ ଲେଖିଲେ ପ୍ରେରଣା କାହାଣୀ - ବିଶ୍ବ ମହିଳା ଦିବସ

ଆଜି ବିଶ୍ବ ମହିଳା ଦିବସ ଅବସରରେ ଆମେ ଆପଣଙ୍କଠାରୁ ମାଗିଥି୍ଲୁ ଆପଣଙ୍କ ପ୍ରେରଣାର କାହାଣୀ ବିଷୟରେ । ଆଉ ଆପଣମାନେ ବହୁ ମାତ୍ରାରେ ଆମକୁ ସମର୍ଥନ କରି ପଠାଇଥିଲେ ସୁନ୍ଦର ସୁନ୍ଦର କାହାଣୀ । ତେବେ ଆସନ୍ତୁ ଆପଣଙ୍କ କାହାଣୀ ଆମେ ଦୁନିଆକୁ କହିବା...

ବିଶ୍ବ ମହିଳା ଦିବସ
ବିଶ୍ବ ମହିଳା ଦିବସ
author img

By

Published : Mar 8, 2021, 7:01 AM IST

ନାରୀ ପ୍ରକୃତି, ଆକୃତି, ସମ୍ପୁର୍ଣ୍ଣା..ନାରୀ ବିନା ସଂସାର ଗଠନ ଅସମ୍ଭବ । କେବେ ନାରୀ ବିନାଶର କାରଣ ତ କେବେ ନାରୀ ସରଞ୍ଚନାର ଅୟଂଆରମ୍ଭ । କଥାରେ ଅଛି କୌଣସି ବ୍ୟକ୍ତିର ସଫଳତା ପଛରେ ନାରୀର ହାତ ରହିଛି । ଅନେକାଂଶରେ ଏହା ସତ ମଧ୍ୟ । ଆମ ସମାଜରେ ଗୋଟେପଟେ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି, ଆଉ ଗୋଟେପଟେ ନାରୀ ସଫଳତା ଶୀର୍ଷ ଛୁଇଁବାରେ ଲାଗିଛି । ଆଜିର ପୁରୁଷକୈନ୍ଦ୍ରିକ ଯୁଗରେ ନାରୀର ସମ୍ମାନ ପାଇଁ ଲଢେଇ ଜାରି ରହିବ କିନ୍ତୁ ସମ୍ମାନକୁ ଦାବି କରି ମାଗିବା ବ୍ୟତିତ ଉର୍ଦ୍ଧ୍ବରେ ଅଛନ୍ତି କିଛି ବରେଣ୍ୟା, ଏମାନେ ଆମ ସମାଜରେ ନିଚ୍ଛକ ଉଦାହରଣ । ଆଜି ବିଶ୍ବ ମହିଳା ଦିବସ ଅବସରରେ ଆମେ ଆପଣଙ୍କଠାରୁ ମାଗିଥି୍ଲୁ ଆପଣଙ୍କ ପ୍ରେରଣାର କାହାଣୀ ବିଷୟରେ । ଆଉ ଆପଣମାନେ ବହୁ ମାତ୍ରାରେ ଆମକୁ ସମର୍ଥନ କରି ପଠାଇଥିଲେ ସୁନ୍ଦର ସୁନ୍ଦର କାହାଣୀ । ଆପଣଙ୍କ ପ୍ରେରଣା କାହାଣୀକୁ ଲେଖିବା ଆମ ପାଇଁ ଥିଲା ନିଆରା ଅନୁଭୂତୀ । ତେବେ ଆସନ୍ତୁ ଆପଣଙ୍କ କାହାଣୀ ଆମେ ଦୁନିଆକୁ କହିବା...

  1. ବାଲେଶ୍ବରରୁ ମା' କନକଲତା ପୃଷ୍ଟିଙ୍କୁ ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ପୁୁଅ ଅଭୟ କୁମାର ପୃଷ୍ଟି
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  2. କଟକରୁ ମା'ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହାଇକୋର୍ଟର ଆଇନଜୀବୀ ପୂର୍ବସା ପ୍ରିୟଦର୍ଶିନୀ ସାମନ୍ତରାୟ
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  3. ଭୁବନେଶ୍ବରର ଏମବିଏ ଛାତ୍ରୀ ନିଜ ପ୍ରେରଣା ମହିଳା ଉଦ୍ୟୋଗୀ ସବିତା ଶତପଥୀଙ୍କୁ ଜଣାଇଛନ୍ତି ଅଭିନନ୍ଦନ ଓ ଶୁଣାଇଛନ୍ତି ଖୁବ୍ ସୁନ୍ଦର କାହାଣୀ
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  4. ଭୁବନେଶ୍ବରର ବିଜେବି କଲେଜ ଛାତ୍ରୀ ସଂଘମିତ୍ରା ପଣ୍ଡା ନିଜ ମା'ଙ୍କୁ ଜଣାଇଛନ୍ତି ଶୁଭେଚ୍ଛା
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  5. ହାଇଦ୍ରାବାଦରୁ ରୋଜାଲିନ୍ ସାହୁ ନିଜ ମା' ଝୁନାରାଣୀ ସାହୁଙ୍କ ପାଇଁ ଲେଖିଛନ୍ତି ପ୍ରୀତିର ବାର୍ତ୍ତା
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  6. ଜଗସିଂହପୁରରୁ ମା'ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ମୃତିରେଖା ପରିଜା
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  7. ଜଗତସିଂହପୁରରୁ ନିଜ ମା'ଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିଏନ ଧନଞ୍ଜୟ
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  8. ଭୁବନେଶ୍ବରରୁ ରିଙ୍କି ସାହୁ ନିଜ ମା ଓ ଭଉଣୀଙ୍କୁ ଜଣାଇଛନ୍ତି ମହିଳା ଦିବସ ଶୁଭେଚ୍ଛା
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  9. ସମ୍ବଲପୁରରୁ ବିଷ୍ଣୁପ୍ରିୟା ମହାପାତ୍ର ନିଜ ପ୍ରେରଣାଙ୍କୁ ଜଣାଇଛନ୍ତି ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  10. ପୁରୀରୁ ତୃପ୍ତିମୟୀ ଦାସ ନିଜ 2 ଉଉଣୀଙ୍କ ପାଇଁ ସ୍ନେହର ସନ୍ଦେଶ ଦେଇଛନ୍ତି
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
    ବିଶ୍ବ ମହିଳା ଦିବସ
  11. ଭଦ୍ରକରୁ ଉଜ୍ଜ୍ୱଳା ଯତି ନିଜ ଭଉଣୀଙ୍କ ପ୍ରେରଣାରେ ପ୍ରେରିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.