ETV Bharat / city

କାଗଜ କରୁଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ, ଶିଶିର ସରସ ମେଳାରେ ଜମୁଛି ଭିଡ - ଭୁବନେଶ୍ବରର ଶିଶିର ସରସ ମେଳା

ଅଦରକାରୀ ବସ୍ତୁରୁ ସୁନ୍ଦର ଘରକରଣା ସାମଗ୍ରୀ । ଏସବୁ ପ୍ରସ୍ତୁତ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର କିଛି ମହିଳା । ଏହି ମହିଳାମାନେ ଅଦରକାରୀ କାଗଜରୁ ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ରାଜଧାନୀର ଶିଶିର ସରସ ମେଳାରେ ବିକ୍ରି ଆରମ୍ଭ କରିଛନ୍ତି ।

reuse of waste material, bhubaneswar sisira saras mela, ଭୁବନେଶ୍ବରର ଶିଶିର ସରସ ମେଳା, ଅଦରକାରୀ ବସ୍ତୁର ପୁନଃବ୍ୟବହାର
ଅଦରକାରୀ ଜିନିଷରୁ ଘରସଜ୍ଜା ସାମଗ୍ରୀ, ମହିଳାଙ୍କୁ କରୁଛି ଆତ୍ମନିର୍ଭରଶୀଳ
author img

By

Published : Jan 14, 2020, 7:04 PM IST

ଭୁବନେଶ୍ବର: ଅଦରକାରୀ ବସ୍ତରୁ ସୁନ୍ଦର ଘରକରଣା ସାମଗ୍ରୀ । ଏସବୁ ପ୍ରସ୍ତୁତ କରି ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର କିଛି ମହିଳା । ଏହି ମହିଳାମାନେ ଅଦରକାରୀ କାଗଜରୁ ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରି ରାଜଧାନୀର ଶିଶିର ସରସ ମେଳାରେ ବିକ୍ରି ଆରମ୍ଭ କରିଛନ୍ତି । ଏହି ଜିନିଷ ପ୍ରତି ଲୋକଙ୍କ ଚାହିଦା ବଢୁଥିବା ବେଳେ ଏଥିରୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା ।

ଅଦରକାରୀ ଜିନିଷରୁ ଘରସଜ୍ଜା ସାମଗ୍ରୀ, ମହିଳାଙ୍କୁ କରୁଛି ଆତ୍ମନିର୍ଭରଶୀଳ

ଅଦରକାରୀ କାଗଜକୁ ଅଠା ଓ ମେଥି ଗୁଣ୍ଡ ଦେଇ ଅତି ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳାମାନେ । ତେଣେ ଦେଶରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗିବାରୁ ଏବେ ଏହି ସବୁ ଜିନିଷର ବଢିବାରେ ଲାଗିଛି ଚାହିଦା । ଶିଶିର ସରସ ମେଳାରେ ଲାଗିଥିବା ଏହି ଦୋକାନଗୁଡିକରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ତେବେ ଦୈନିକ ମହିଳାମାନେ ଏହି ସବୁ ହାତ ତିଆରି ସାମଗ୍ରୀ ବିକ୍ରି କରି ପ୍ରାୟ 4-5 ହଜାର ଟଙ୍କା ରୋଜଗାର କରୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ready to air-
ଅଦରକାରୀ କାଗଜ କରାଇଲା ମହିଳା ଙ୍କୁ ରେଜଗାରକ୍ଷମ।

ଅଦରକାରୀ କାଗଜ ରୁ ତିଆରି ହେଉଛି ଘରସଜା ଜିନିଷ ଆଉ ଏଭଳି ସବୁ ଜିନିଷ କୁ ତିଆରି କରିଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳ ର କିଛି ମହିଳା। ଅଦରକାରୀ କାଗଜପତ୍ର କୁ ଅଠା ଓ ମେଥି ଗୁଣ୍ଡ ଆଦି ଦେଇ ନିଜ ଘରେ ନିଜର ତିଆରି କରି ବଜାର କୁ ବିକ୍ରି କରୁଛନ୍ତି। ଆଉ ତାଙ୍କ ଜିନିଷ ର ଚାହିଦା ବଜାର ରେ ସବୁଠାରୁ ଉଚ୍ଚ ରେ । ରାଜଧାନୀ ର ଶିଶିରଶରସ ମେଳା ରେ ତାଙ୍କ ହାତ ତିଆରି ଜିନିଷ କିଣିବା ରେ ଲୋକଙ୍କ ଭିଡ଼ ବି ଜମୁଛି। ଅନ୍ୟ ପଟେ ବିକ୍ରେତା ଙ୍କ କହିବା ମୁତାବକ ଏ ସବୁ ଜିନିଷ ତିଆରି କରି ଜଣେ ଜଣେ ମହିଳା ମାସିକ 4 ହଜାର ରୁ ପାଞ୍ଚ ହଜାର ପର୍ଯ୍ୟନ୍ତ ପଇସା ରେଜଗାର କରି ପାରୁଛନ୍ତି

ବାଇଟ ବିକ୍ରେତା

Body:ready to air-

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.