ETV Bharat / city

ଆସିନି ଶୀତ, ଆଦିବାସୀ ମେଳାରେ ଜମୁନି ଶୀତବସ୍ତ୍ର ବେପାର - ଭୁବନେଶ୍ବରର ଜନତା ମଇଦାନ

ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇନାହିଁ । ଏଥିପାଇଁ ଆଦିବାସୀ ମେଳାରେ ବିଭିନ୍ନ ରାଜ୍ୟରୁ ଆସିଥିବା ଶୀତବସ୍ତ୍ର ବେପାରୀ ମାନଙ୍କର ବେପାର ମନ୍ଦାରେ ଚାଲିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 8, 2019, 4:15 PM IST

ଭୁବନେଶ୍ବର: ଓଡ଼ିଶାକୁ ଛୁଇଁନି ଶୀତ । ଏପଟେ ଚିନ୍ତାରେ ଆଦିବାସୀ ମେଳାର ଶୀତ ବସ୍ତ୍ର ବେପାରୀ । ଭୁବନେଶ୍ବରର ଜନତା ମଇଦାନରେ ପ୍ରଥମ ଥର କେନ୍ଦ୍ର ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି ଆଦିବାସୀ ମେଳା 2019 ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟର ଅନେକ ଆଦିବାସୀଙ୍କ ହାତ ତିଆରି ଜିନିଷପତ୍ର ପ୍ରଦର୍ଶନ ସହ ବିକ୍ରି କରାଯାଉଛି । ଆଉ ସେହି ଜିନିଷ ପତ୍ର ଭିତରେ ରହିଛି ଆସାମ, ସିକିମ ଭଳି ରାଜ୍ୟରୁ ଆସିଥିବା ଆଦିବାସୀ ମହିଳାଙ୍କ ହାତ ତିଆରି ସ୍ବେଟର, ଟୋପି, ମଫଲର ଏବଂ ବିଭନ୍ନ ପ୍ରକାରର ଶୀତ ବସ୍ତ୍ର ।

ଓଡ଼ିଶାରରେ ବର୍ତ୍ତମାନ ଶୁଦ୍ଧା ଶୀତ ଅନୁଭୂତ ହୋଇନାହିଁ । ତେଣୁ ଚିନ୍ତାରେ ଶୀତବସ୍ତ୍ର ବେପାରୀ । ଅନେକ ଦୂରରୁ ଓଡ଼ିଶା ଆସି ଭଲ ଦୁଇ ପଇସା ବେପାର କରିବାର ଆଶା ବାନ୍ଧିଥିବା ବେପାରୀଙ୍କ ମୁଣ୍ଡରେ ଚଡକ ପଡିଛି ।

ଏହି ଆଦିବାସୀ ମେଳାରେ ମୋଟ 104ଟି ଷ୍ଟଲ ରହିଥିବା ସହ 20ଟି ରାଜ୍ୟରୁ 204 ଜଣ କୁଶଳୀ କାରିଗର ଆସିଛନ୍ତି । ସାରା ଭାରତର ଆଦିବାସୀଙ୍କ ନିଜସ୍ବ ତିଆରି ଜିନିଷ ପତ୍ର ଏହି ମେଳାରେ ବିକ୍ରି କରାଯାଉଛି । ସାଧାରଣ ଲୋକେ ମଧ୍ୟ ଆଦିବାସୀ କୁଶଳି କାରିଗରୀ ସହ ଅବଗତ ହେଉଛନ୍ତି । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ 11 ତାରିଖରେ ଶେଷ ହେବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶାର କୁ ଛୁଇଁନି ଶୀତ , ଚିନ୍ତା ରେ ଆଦିବାସୀ ମେଳାର ଶୀତ ବସ୍ତ୍ର ବେପାରୀ।

ରାଜଧାନୀ ରେ ପ୍ରଥମ ଥର କେନ୍ଦ୍ର ସରକାର ଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ରାଜଧାନୀ ଭୁବନେଶ୍ବର ର ଜନତା ମଇଦାନ ରେ ଆରମ୍ଭ ହୋଇଛି ଆଦି ମେଳା 2019 । ଯେଉଁଠାରେ ଦେଶର ବିଭିନ୍ନ ରାଜ୍ୟ ରୁ ଅନେକ ଆଦିବାସୀ ଙ୍କ ହାତ ତିଆରି ଜିନିଷପତ୍ର ପ୍ରଦର୍ଶନ ସହ ବିକ୍ରି ହେଉଛି। ଆଉ ସେହି ଜିନିଷ ପତ୍ର ଭିତରେ ରହିଛି ଆସାମ, ସିକିମ ଭଳି ରାଜ୍ୟରୁ ଆସିଥିବା ଆଦିବାସୀ ମହିଳା ଙ୍କ ହାତ ତିଆରି ଶୀତଵସ୍ତ୍ର ମଧ୍ୟ ବିକ୍ରି ହେଉଛି। ହେଲେ ଓଡ଼ିଶାର ରେ ବର୍ତ୍ତମାନ ଶୁଦ୍ଧା ଶୀତ ଭଲ ଭାବରେ ନ ହେଉଥିବାରୁ ଏବେ ଚିନ୍ତା ରେ ବେପାରୀ ବସିଛନ୍ତି। ଅନେକ ଦୂର ରୁ ଓଡ଼ିଶାର ଆସି ଭଲ ଦୁଇ ପଇସା ବେପାର କରିବାର ଆଶା ବାନ୍ଧିଥିବା ବେପାରୀ ଙ୍କ ମୁଣ୍ଡ ରେ ଏବେ ଚଡକ ପଡିଛି।
ଏଠି ସୂଚନା ଯୋଗ୍ୟ ଯୋଗ୍ୟ ଏହି ଆଦି ମେଳା ରେ ସର୍ବମୋଟ 104 ଟି ଷ୍ଟଲ ରହିଥିବା ସହ 20 ଟି ରାଜ୍ୟ ରୁ 204 ଜଣ କୌଶଳି କାରୀଗର ଆସିଛନ୍ତି ।ସାରା ଭାରତରେ ଆଦିବାସୀ ଙ୍କ ନିଜସ୍ୱ ହାତ ରେ ତିଆରି କରୁଥିବା ଜିନିଷ ପତ୍ର ଏହି ମେଳା ରେ ବିକ୍ରି ହେବ। ସାଧାରଣ ଲୋକେ ମଧ୍ୟ ଆଦିବାସୀ ଙ୍କ କୁଶଳି କାରିଗରୀ ସହ ଅବଗତ ହେବେ । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆଗାମୀ 11 ତାରିଖ ରେ ଶେଷ ହେବ।

ବାଇଟ ଶୀତବସ୍ତ୍ର ବିକ୍ରେତା , ଆଦିମେଳା।

Body:ଓଡ଼ିଶାର କୁ ଛୁଇଁନି ଶୀତ , ଚିନ୍ତା ରେ ଆଦିବାସୀ ମେଳାର ଶୀତ ବସ୍ତ୍ର ବେପାରୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.