ETV Bharat / city

କୋହଳ ହେଲା କଟକଣା, ଏଣିକି କାଉଣ୍ଟରରେ ମିଳିବ ମଦ

ରାଜ୍ୟରେ ଏଣିକି ସବୁ କାଉଣ୍ଟରରେ ମଦ ମିଳିବ। କୋଭିଡ ପାଇଁ ଥିବା କଟକଣା କୋହଳ କରାଯାଇଛି।

author img

By

Published : Sep 7, 2020, 3:27 PM IST

କୋହଳ ହେଲା କଟକଣା, ଏଣିକି କାଉଂଣ୍ଟରରେ ମିଳିବ ମଦ

ଭୁବନେଶ୍ବର: ରାଜ୍ୟରେ ଏଣିକି ସବୁ କାଉଣ୍ଟରରେ ମଦ ମିଳିବ। କୋଭିଡ ପାଇଁ ଥିବା କଟକଣା କୋହଳ କରାଯାଇଛି। ସକାଳ 10ଟା 30ରୁ ରାତି 10ଟା 30 ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ।

ତେବେ ହୋମ ଡ଼େଲିଭରି ବ୍ୟବସ୍ଥା ଜାରି ରହିବ। କଣ୍ଟେନମେଣ୍ଟ ଜୋନରେ ଏହି କଟକଣା ରହିବ। ଅବକାରୀ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.