ETV Bharat / city

ବିଜୟର ଶ୍ରେୟ ଜନସାଧାରଣଙ୍କୁ ଯିବ: ପ୍ରତାପ ଜେନା - ଭୁବନେଶ୍ୱର

ଲଗାତାର ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଜେଡିର ପାର୍ଥୀ ପ୍ରତାପ ଜେନା। ଏହି ବିଜୟର ଶ୍ରେୟ ସେ ମାହାଙ୍ଗା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିିଧି, ଭୁବନେଶ୍ବର
author img

By

Published : May 24, 2019, 4:15 PM IST

ଭୁବନେଶ୍ୱର: ଲଗାତାର ପଞ୍ଚମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ବିଜେଡିର ପାର୍ଥୀ ପ୍ରତାପ ଜେନା। ନବୀନ ପଟ୍ଟନାୟକଙ୍କ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ଏହି ନେତା ଚଳିତ ବିଧାନସଭା ନିର୍ବାଚନରେ ନିଜର ପ୍ରତିଦ୍ବନ୍ଦି ବିଜେପି ର ସାରଦା ପ୍ରସାଦ ପ୍ରଧାନଙ୍କ ଠାରୁ ପାଖାପାଖି 30 ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।

ବହୁ ସଂଘର୍ଷ ପୂର୍ଣ୍ଣ ଏହି ବିଜୟର ଶ୍ରେୟ ସେ ମାହାଙ୍ଗା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେଇଛନ୍ତି । ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ କଲ୍ୟାଣମୂଳକ ଯୋଜନା ପାଇଁ ରାଜ୍ୟରେ ଦଳର ଏହିଭଳି ଅଦ୍ଭୂତପୂର୍ବ ବିଜୟ ହୋଇଥିବା ସେ କହିଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିିଧି, ଭୁବନେଶ୍ବର
ଲୋକମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ଆଗାମୀ ଦିନରେ ବାକିଥିବା ଅନେକ କାର୍ଯ୍ୟ କରିବାର ଅଛି ବୋଲି ବିଜୟୀ ପ୍ରତାପ ଜେନା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

ବିଜୟର ଶ୍ରେୟ ଜନସାଧାରଣଙ୍କୁ ଯିବ: ପ୍ରତାପ ଜେନା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.