ETV Bharat / city

ଅଧା ଓଡିଶାରୁ ଫେରିଲା ମୌସୁମୀ

author img

By

Published : Oct 26, 2020, 10:36 PM IST

ଦକ୍ଷିଣ ପଶ୍ଚିମ ମୌସୁମୀ ଅଧା ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ଅଧା ଓଡିଶାରୁ ଫେରିଯାଇଛି । ଅଧିକ ପଢନ୍ତୁ...

ଅଧା ଓଡିଶାରୁ ଫେରିଲା ମୌସୁମୀ
ଅଧା ଓଡିଶାରୁ ଫେରିଲା ମୌସୁମୀ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମୀ ଅଧା ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ଅଧା ଓଡିଶାରୁ ଫେରିଯାଇଛି ।

ଅଧା ଓଡିଶାରୁ ଫେରିଲା ମୌସୁମୀ

ଆଜି ଠାରୁ ୨୬ ଅକ୍ଟୋବର ସୋମବାର ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଦେବଗଡ଼,ସୁନ୍ଦରଗଡ଼,ଝାରସୁଗୁଡା,ସମ୍ବଲପୁର,ବରଗଡ଼,ବଲା ଙ୍ଗୀର,ସୋନପୁର ଓ ନୂଆପଡ଼ାରୁ ଫେରିଛି,ଏହା ସହିତ ଆଭ୍ୟନ୍ତରୀଣ ଜିଲ୍ଲା କେଓଁଝର,ମୟୁରଭଞ୍ଜ,କୋରାପୁଟ,ନବରଙ୍ଗପୁର,ବୌଦ୍ଧ,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରୁ ଫେରିଛି ମୌସୁମୀ । ଆସନ୍ତା 24 ଘଣ୍ଟାରେ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ସୋମବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.