ETV Bharat / city

ଶକ୍ତି ବଢାଉଛି ବିଜେଡି; ବିଧାୟକ ରଖିବେ ଡାଟା ଏଣ୍ଟ୍ରି ଅପରେଟର - bbsr news

ବିଜେଡିର ୱେବ ଡାଟା ଏଣ୍ଟ୍ରି ପାଇଁ ଦିଆଯିବ ପ୍ରଶିକ୍ଷଣ । ଏନେଇ ପ୍ରତ୍ୟେକ ବିଧାୟକ ତାଙ୍କ ଅଞ୍ଚଳ ପାଇଁ ଜଣେ ଡାଟା ଏଣ୍ଟ୍ରି ସଂଯୋଜକ ନାଁ ଇମେଲ bijujanatadala@gmail.com ଓ ୯୩୩୭୪୧୪୭୯୬ ରେ ଯୋଗାଯୋଗ କରିପାରିବେ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Sep 15, 2019, 11:13 PM IST

ଭୁବନେଶ୍ବର: ଅଧିକ ସଂଖ୍ୟାରେ ସଦସ୍ୟଙ୍କୁ ଆକୃଷ୍ଟ କରିବା ପାଇଁ ଅଣ୍ଟା ଭିଡିଲାଣି ବିଜୁ ଜନତା ଦଳ । ନୂତନ ସଦସ୍ୟଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଗୁରୁତ୍ବ ଦିଆଯିବ । ତେବେ ନୂଆକରି ଯୋଡି ହୋଇଥିବା ସଦସ୍ୟଙ୍କ ନିକଟରେ ପହଞ୍ଚିବ ଇମେଲ ଓ ମେସେଜ । ଏଥିପାଇଁ ବ୍ୟବସ୍ଥା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ନିର୍ବାଚନ ମଣ୍ଡଳୀର ବିଧାୟକ ବିଧାୟିକା, ଅଞ୍ଚଳର ସାଂସଦ, କାର୍ଯ୍ୟକର୍ତ୍ତାଙ୍କ ଠାରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମନ୍ଵୟରେ ଯଥାଶୀଘ୍ର ଜିଲ୍ଲା କମିଟି ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଭ୍ୟ ସଂଗ୍ରହ ଅଭିଯାନ ଲକ୍ଷ୍ୟକୁ ଆଗେଇବ । ସଭ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟେକ ସ୍ତରରେ କିପରି ପରିଚାଳନା କଲେ ସେନେଇ ବିଶେଷ ତଥ୍ୟ ମାନ୍ୟବର ରାଜ୍ୟ ସଭାପତିଙ୍କୁ ଅବଗତ କରାଯିବ । ପ୍ରତ୍ୟେକ ବିଧାୟକ ତାଙ୍କ ଅଞ୍ଚଳ ପାଇଁ ଜଣେ ଡାଟା ଏଣ୍ଟ୍ରି ସଂଯୋଜକ ନାଁ ଇମେଲ bijujanatadala@gmail.com ଓ ୯୩୩୭୪୧୪୭୯୬ ରେ ଯୋଗାଯୋଗ କରିପାରିବେ।

ଦଳର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆସନ୍ତା 2 ସେପ୍ଟେମ୍ବର ରୁ 31 ଅକ୍ଟୋବର ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ୱେବ ଲିଙ୍କରେ ଆବଶ୍ୟକତା ଅନୁଯାୟୀ ତଥ୍ୟ ଗୁଡିକ 31 ଅକ୍ଟୋବର କିମ୍ବା ତା ପୂର୍ବରୁ ପୂରଣ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି। ଜଣେ ଡାଟା ଏଣ୍ଟ୍ରିରେ ସଂଯୋଜକଙ୍କ ନାଁ ଇମେଲ ଓ ଯୋଗାଯୋଗ କରିବାର ନମ୍ବର ଦିଆଯାଇଛି ।

ନୂତନ ସଦସ୍ୟଙ୍କୁ ଏହି ସଭ୍ୟ ଗ୍ରହଣ ଅଭିଯାନରେ ଗୁରୁତ୍ବାରୋପ କରିବା ସହ ଦଳର ନୀତି ପ୍ରତି ଅନୁରକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଦଳର ସଭ୍ୟଯୁକ୍ତ କରିବା ପାଇଁ ଆବଶ୍ୟକ ରହିଛି। ଏଥିରେ ବିଶେଷ କରି ମହିଳା, ଯୁବକମାନଙ୍କୁ ଗୁରୁତ୍ବ ଦିଆଯିବା ସହ ସମାଜରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିଜେଡି ର ୱେବ ଡାଟା ଏଣ୍ଟ୍ରି ପାଇଁ ଦିଆଯିବ ପଶିକ୍ଷଣ ।

ବିଜୁ ଜନତା ଦଳ ହେଉଛି ଓଡ଼ିଶାର ନିଜସ୍ୱ ଦଳ ଓ ଓଡ଼ିଆ ବାସୀଙ୍କ ସ୍ୱାର୍ଥ ଓ ଅଭିଶପ୍ସା ର ଆଧାର। ନୂତନ ଭୋଟରମାନଙ୍କୁ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଗୁରୁତ୍ୱ ଦିଆଯିବ। ୱେବ ଡାଟା ଏଣ୍ଟ୍ରି ପାଇଁ ପଶିକ୍ଷଣ କରାଯିବ। ଜଣେ ଡାଟା ଏଣ୍ଟ୍ରି ରେ ସଂଯୋଜକଙ୍କ ନାଁ ଇ ମେଲ ଓ ଯୋଗା ଯୋଗା କରିବାର ନମ୍ବର ଦିଆଯାଇଛି।

Body:
ନୂତନ ଭୋଟରମାନଙ୍କୁ ଏହି ସଭ୍ୟ ଗ୍ରହଣ ଅଭିଜାନରରେ ଗୁରୁତ୍ୱାରୋପ କରିବା ସହ ଦଳର ନୀତି ପ୍ରତି ଅନୁରକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଦଳର ସବ୍ୟଯୁକ୍ତ କରିବା ପାଇଁ ଆବଶ୍ୟକ ରହିଛି। ଏଥିରେ ବିଶେଷ କରି ମହିଳା ଯୁବକମାନଙ୍କୁ ଗୁରୁତ୍ୱ ଦିଆଯିବା ସହ ସମାଜରେ ବିଭିନ୍ନ ବର୍ଗର ପ୍ରତିନିଦବିତ୍ୱ କରାଯିବ। ନିର୍ଵାଚନ ମଣ୍ଡଳୀର ବିଧାୟକ ବିଧାୟିକା ଅଂଚଳର ସାଂସଦ, କାର୍ଯ୍ୟକରଠାଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ଙ୍କ ସମନ୍ଵୟରେ ଯଥା ଶୀଘ୍ର ଜିଲ୍ଲା କମିଟି ବ୍ଲକ କମିଟ ଗୁଡିକର ବୈଠକ କରି ରାଜ୍ୟ ସଭାପାତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶୀତ ସମୟସୀମା ଭିତରେ ରାଜ୍ୟ ସଂଗ୍ରହ ଅଭିଯାନର ଲକ୍ଷକୁ ଆଗେବା ପାଇଁ ଆବଶ୍ୟକ ରହିଛି।

ଏଥିରେ ବିଶେଷ କରି ମହିଳା ଯୁବକମାନଙ୍କୁ ଗୁରୁତ୍ୱ ଦିଆଯିବା ସହ ସମାଜରେ ବିଭିନ୍ନ ବର୍ଗର ପ୍ରତିନିଦବିତ୍ୱ କରାଯିବ। ରାଜ୍ୟ ସଂଗ୍ରହ ଅଭିଯାନ ପ୍ରତ୍ୟକ ସ୍ତରରେ କିପରି ପରିଚାଳନା କଲେ ସେନେଇ ବିଶେଷ ତଥ୍ୟ ମାନ୍ୟବର ରାଜ୍ୟ ସଭାପତିଙ୍କୁ ଅବଗତ କରାଯିବ। ପ୍ରତ୍ୟକ ବିଧାୟକ ତାଙ୍କ ଅଂଚଳ ପାଇଁ ଜଣେ ଡାଟା ଏଣ୍ଟ୍ରି ସଂଯୋଜକ। ଙ୍କ ନାଁ ଇ ମେଲ bij ujanatadala@gmail.com ଓ ୯୩୩୭୪୧୪୭୯୬ ରେ ଯୋଗାଯୋଗା କରିପାରିବେ। ଦଳର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆସନ୍ତା 2 ସେପ୍ଟେମ୍ବର ରୁ 31 ଅକ୍ଟୋବର ଓଅର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ୱେବ ଲିଙ୍କ ରେ ଆବଶ୍ୟକତା ଅନୁଯାଇ ତଥ୍ୟ ବୁଡିକ 31 ଅକ୍ଟୋବର କିମ୍ବା ତା ପୂର୍ବରୁ ପୁରାଣ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି।
Byte- ଅଶୋକ ପଣ୍ଡା, ମନ୍ତ୍ରୀ।
Byte- ଅମରେଶ ଜେନା ଜିଲ୍ଲା ସଙ୍ଗାଠନିକର ସଭାପତି।
Byte- ପ୍ରସନ୍ନ ଆଚାର୍ଯ୍ୟ, ବିଜୁ ଜନତା ଦଳର ଉପସଭାପତି ଓ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟବେକ୍ଷକ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.