ETV Bharat / city

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା - ପ୍ରବଳ ବର୍ଷା

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବ୍ରଜପାତ ସମ୍ଭାବନା

author img

By

Published : Sep 26, 2020, 10:37 AM IST

ଭୁବନେଶ୍ୱର: ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବ୍ରଜପାତ ସମ୍ଭାବନା
ଟ୍ବିନ ସିଟିରେ ପ୍ରବଳ ବର୍ଷା ସହ ବ୍ରଜପାତ ସମ୍ଭାବନା

ଭୁବନେଶ୍ୱର ଓ କଟକରେ ଅପରାହ୍ନ ୧୨ଟା ସୁଦ୍ଧା ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେନଫଲ ୱାର୍ଣ୍ଣିଂ-1 ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀରେ ଅପରାହ୍ନ 12ଟା ସୁଦ୍ଧା ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିସହ ବିଭିନ୍ନ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ 5 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ରାଜ୍ୟରେ ମୋଟ ବର୍ଷା ସ୍ୱାଭାବିକ ରହିଛି। ୨ ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ୪ ଟି ଜିଲ୍ଲାରେ କମ ବର୍ଷା ରେକର୍ଡ ହୋଇଛି। ଅବଶିଷ୍ଟ ୨୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.