ETV Bharat / city

ବର୍ଷା ବିତ୍ପାତ; ଆଗାମୀ 24 ଘଣ୍ଟାରେ ପ୍ରବଳ ବର୍ଷା - ପାଣିପାଗ ନିର୍ଦ୍ଦେଶକ  ଏଚଆର ରେହମାନ

ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଟି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 2, 2019, 9:34 PM IST

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥିରେ 5 ଟି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ନୂଆପଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପକ୍ଷରୁ କୁହାଯାଇଛି ।

ତେବେ ଆସନ୍ତା 4 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ରାୟଗଡା, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ନିର୍ଦ୍ଦେଶକ ଏଚଆର ରେହମାନ ସୂଚନା ଦେଇଛନ୍ତି ।

ଏଥିପାଇଁ ମତ୍ସଜୀବିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ରାଜ୍ୟରେ ସ୍ବଭାବିକ ଠାରୁ 22 ପ୍ରତିଶତ କମ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:4 ଟି ଜିଲା ରେ ଆତି ରୁ ଅତି ପ୍ରବଳ ବର୍ଷାBody:ଆସନ୍ତା 4 ରୁ ରାଜ୍ୟ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ଆସନ୍ତା 24 ଘଂଟା ଭିତରେ ନୂଆପଡା , ମାଲକାନଗିରି, ନବରଙ୍ଗପୁର, କେରାପୁଟ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପକ୍ଷ ରୁ କୁହାଯାଇଛି। ଅନ୍ୟ ପଟେ ରାଜ୍ୟ ର ରାୟଗଦା, କନ୍ଧମାଳ, ବଲାଂଗୀର, ବୌଦ୍ଧ, ପୁରୀ, ଗଂଜାମ ଜିଲା ରେ ପ୍ରବଳ ବର୍ଷା ର ଆଶଙ୍କା ରହିଛି ବୋଲି ପାଣିପାଗ ନିର୍ଦେଶକ ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ଆଜି ଶୁଦ୍ଧା ରାଜ୍ୟ ରେ ସ୍ବଭାବିକ ଠାରୁ -22 ପ୍ରତିଶତ କମ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.