ETV Bharat / city

ଡିପ ଡିପ୍ରେସନ ରୂପ ନେଲା ଲଘୁଚାପ, 9 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ - ଅତିପ୍ରବଳ ବର୍ଷା

ବଙ୍ଗୋପସାଗରରେ ଡିପ ଡିପ୍ରେସନର ରୂପ ନେଉଛି ଲଘୁଚାପ । ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଲା ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ
author img

By

Published : Aug 7, 2019, 6:11 PM IST

ଖୋର୍ଦ୍ଧା: ବିଭିନ୍ନ ଜିଲ୍ଲାକୁ ପଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି । ବଙ୍ଗୋପସାଗରରେ ଲଘୁଚାପ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେଉଛି। ଯାହା ଫଳରେ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଆଗାମୀ ଦୁଇ ଦିନ ଅଗଷ୍ଟ 8 ଓ 9 ତାରିଖରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ଦିଆଯାଇଛି । ଅନ୍ୟପଟେ ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ବରଗଡ଼, ସମ୍ବଲପୁର ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଭିନ୍ନ ଜିଲ୍ଲାକୁ ଦିଆ ଗଲା ପଣିପାଗ ବିଭଗ ରୁ ୱ।ଣ୍ଣିଂ Body:ବିଭିନ୍ନ ଜିଲ୍ଲାକୁ ଦିଆ ଗଲା ପଣିପାଗ ବିଭଗ ରୁ ୱ।ଣ୍ଣିଂ
ବଙ୍ଗପସାଗର ରେ ଲଗୁଚାପ ବର୍ତ୍ତମାନ ଡିପ ଡିପ୍ରେସନ ର ରୁପ ନେଉଛି। ଯାହା ଫଳରେ ଆଗାମୀ 24 ଘଂଟା ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ।ଅନ୍ୟ ପଟେ ଆଗାମୀ ଦୁଇ ଦିନ ଯଥା ଅଗଷ୍ଟ 8 ଓ 9 ତାରିଖ ରେ ୱ।ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଗଂଜାମ,ଗଜପତି,ସେନପୁର, କନ୍ଧମାଳ, କଳାହାଣ୍ଡି,କେରାପୁଟ, ନବରଙ୍ଗପୁର, କଳାହାଣ୍ଡି,ବଲାଂଗୀର, ବୌଦ୍ଧ, ଆଦି ଜିଲ୍ଲାରେ ଅତି ରୁ ଅତି ପ୍ରବଳ ବର୍ଷା ର ସୂଚନା ଦେଇଛି ପାଣିପାଗ ବିଭାଗ। ଅନ୍ୟ ପଟେ ପୁରୀ ,ନୟାଗଡ଼,ଖୋର୍ଦ୍ଧା, ଜଗତସିଂହପୁର, କଟକ,ଢେ଼ଙ୍କାନାଳ, ଅନୁଗୁଳ,ବରଗଡ଼, ସମ୍ବଲପୁର ଆଦି ଜିଲା କୁ ୟଲଲେ ୱ।ଣ୍ଣିଂ ଦିଆଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.