ETV Bharat / city

ଆସନ୍ତା 24 ଘଣ୍ଟାରେ ଭିଜିବ ଉତ୍ତର ଓଡ଼ିଶା

author img

By

Published : Sep 27, 2019, 7:57 PM IST

ଆଗାମୀ 3 ରୁ 4 ଦିନ ପାଇଁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ସେପଟେ ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଦେଓଗଡ଼ ଏବଂ ଢେଙ୍କାନାଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଗାମୀ 3 ରୁ 4 ଦିନ ପାଇଁ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ମୟୂରଭଞ୍ଜ ଏବଂ କେନ୍ଦୁଝରରେ କିଛି ସ୍ଥାନରେ ବର୍ଷା ହେବ। ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁରେ ସର୍ବାଧିକ 69 ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ପହିଲାରୁ ସେପ୍ଟେମ୍ବର 27 ତାରିଖ ପର୍ଯ୍ୟନ୍ତ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି ।

ସେପଟେ ବାଲେଶ୍ବରରେ ନିଆଣ୍ଟିଆ ବର୍ଷା ହୋଇଛି । ଭୁବନେଶ୍ବର ଏବଂ କଟକରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଣିପାଗ ସୂଚନା

Body:ଆସନ୍ତା 24 ଘଣ୍ଟାରେ ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଦକ୍ଷିଣ ଓଡ଼ିଶାରେ କମ ବର୍ଷା ହେବ।ମୟୁରଭଞ୍ଜ, କେଓଁଝର, ବାଲେଶ୍ୱର, ସୁନ୍ଦରଗଡ, ଦେଓଗଡ଼ ଏବଂ ଢେଙ୍କାନାଳ ରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି।ଆସନ୍ତା ୩,୪ ଦିନ ପାଇଁ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ମୟୁରଭଞ୍ଜ ଏବଂ କେଓଁଝରରେ କିଛି ସ୍ଥାନରେ ବର୍ଷା ହେବ।ଗତ 24 ଘଣ୍ଟା ଭିତରେ ସୁନ୍ଦରଗଡରେ ଜିଲ୍ଲାର ବଡ଼ଗାଁ ରେ ସର୍ବଧିକ ୬୯ ମିମି ବର୍ଷା ରେକର୍ଡ କରାଯାଇଛି।ଜୁନ ପହିଲାରୁ ସେପ୍ଟେମ୍ବର 27 ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଛି।ବାଲେଶ୍ୱର ରେ ନିଆଣ୍ଟିଆ ବର୍ଷା ହୋଇଛି।ଭୁବନେଶ୍ୱର ଏବଂ କଟକ ରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.