ETV Bharat / city

ଅଲମ୍ପିକ କ୍ବାଲିଫାଏ ପାଇଁ ନିରନ୍ତର ପ୍ରୟାସ କରିବୁ: ବୀରେନ୍ଦ୍ର ଲାକ୍ରା - ବେଲଜିୟମ ଗସ୍ତ

ଓଡିଶା ଫେରିଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ହକି ଟିମ୍ ବେଲଜିୟମ ଗସ୍ତ ବେଶ ଫଳପ୍ରଦ ହୋଇଥିବା କହିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 5, 2019, 3:02 PM IST

ଭୁବନେଶ୍ବର: ଓଡିଶା ଫେରିଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ହକି ଟିମ୍ ବେଲଜିୟମ ଗସ୍ତ ବେଶ ଫଳପ୍ରଦ ହୋଇଥିବା କହିଛନ୍ତି । ଦଳ ତାର ଦୋଷ ତ୍ରୁଟିକୁ ସୁଧାରିବାରେ ଲାଗିଛି । ଯାହାଫଳରେ ଖେଳାଯାଇଥିବା 5ଟି ମ୍ୟାଚକୁ ଦଳ ଜିତିବାରେ ସକ୍ଷମ ହୋଇଛି । ଏବେବି ପ୍ରତି ଖେଳାଳି ଅଲମ୍ପିକ କ୍ବାଲିଫାଏ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ନିଜର ଟିକିନିଖି ଦୁର୍ବଳତାକୁ ସଜାଡ଼ିବା ଉପରେ ଧ୍ୟାନ ଦେଉଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା ।

ସୂଚନାଯୋଗ୍ୟ କି ଆସନ୍ତା ମାସରେ ଭାରୀତୀୟ ଟିମ ଆଉ ଏକ ଅଲମ୍ପିକ କ୍ବାଲିଫାଏ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଋଷିଆ ସହିତ ଖେଳିବ । ସେଥିପାଇଁ ଭାରତୀୟ ଟିମ ଖୁବଶୀଘ୍ର ଓଡ଼ିଶାରେ ପହଞ୍ଚି ତାର କ୍ୟାମ୍ପ ଆରମ୍ଭ କରିବାର ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟ ଖେଳ ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆ ଭଳି ଦେଶର ବଡ଼ ଖେଳ ସଂଗଠନ ଗଣମାଧ୍ୟମକୁ ଭୁଲ ସୂଚନା ଦେଉଥିବା ନଜରକୁ ଆସିଛି । ଭାରତୀୟ ପୁରୁଷ ହକି ଟିମ ଗତମାସରେ ବେଲଜିୟମ ଗସ୍ତ କରିଥିଲେ । ଏହି ଗସ୍ତରେ ଭାରତୀୟ ଟିମର ସଦସ୍ୟ ଥିବା ଖେଳାଳୀ ଆଜି ଓଡିଶା ଫେରିବାର ସୂଚନା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଯାହାକି ହକି ଇଣ୍ଡିଆ ଓ ଓଡିଶା ଖେଳ ବିଭାଗ ପକ୍ଷରୁ ଏହାର କଭର କରିବା ପାଇଁ ସେମାନଙ୍କ ଅଫିସିଆଲ ଗ୍ରୁପ ଓ ମେଲ ମାଧ୍ୟମରେ ସୂଚନା ଦିଆଯାଇ ସେ ଇଂଲଣ୍ଡ ଗସ୍ତରୁ ଫେରୁଥିବା କୁହାଯାଇଥିଲା । ହେଲେ ଭାରତୀୟ ଟିମ ବେଲଜିୟମ ଗସ୍ତ କରିଥିଲେ । ଏପରିକି ସେ ସକାଳ 9 ଟା 2ମିନିଟ ସମୟରେ ଆସିବାକୁ କୁହାଯାଇଥିଲା ।ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ମଧ୍ୟ ଏହି ସମୟ ବିଳମ୍ବ ଥିବା ଜାଣିବାକୁ ପାଇଥିଲେ । ପାଖାପାଖି 3ଘଣ୍ଟା ଅପେକ୍ଷା କରି ରହିଥିଲେ ଯାହାକି ସେମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ସୃଷ୍ଟି କରିଥିଲା । ଏପରିକି ସେମାନେ କିଛି ସୂଚନା ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା । ଏହାଛଡା ଭୁଲକୁ ବିଭାଗ ତରଫରୁ ସ୍ବୀକାର କରାଯାଇନଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦେଶରେ ସବୁ ସରକାର ତାର ବିଭିନ୍ନ ବିଭାଗ କୁ ଟେକ୍ନୋଲୋଜି କୁ ବ୍ୟବହାର କରିବାକୁ ଜୋରଦାର ପ୍ରଚାର କରୁଛନ୍ତି।ସେହିପରି ଆମ ରାଜ୍ୟସରକାର ମଧ୍ୟ 5ଟି କୁ ବ୍ୟବହାର କରିବାକୁ କହୁଥିବାବେଳେ ରାଜ୍ୟ ଖେଳ ଓ ଯୁବ ସେବା ବିଭାଗ ଓ ହକି ଇଣ୍ଡିଆ ଭଳି ଦେଶର ବଡ଼ ଖେଳ ସଂଗଠନ ଗଣମାଧ୍ୟମକୁ ଭୁଲ ସୂଚନା ଦେଉଥିବା ନଜରକୁ ଆସିଛି।

Body:ସୂଚନାଯୋଗ୍ୟ କି ଭାରତୀୟ ପୁରୁଷ ହକି ଟିମ ଗତମାସରେ ବେଲଜିୟମ ଗସ୍ତ କରିଥିଲେ।ସେଠାରେ ଭାରତ ସ୍ପେନ ଓ ବେଲଜିୟମ ସହିତ 5ଟି ମ୍ୟାଚ ଖେଳି ସବୁଥିରେ ବିଜୟ ଲାଭ କରିଛି।ଏହି ଗସ୍ତରେ ଭାରତୀୟ ଟିମ ର ସଦସ୍ୟ ଥିବା ଆଜି ଓଡିଶା ଫେରିବାର ସୂଚନା ଦିଆଯାଇଥିଲା।ଯାହାକି ହକି ଇଣ୍ଡିଆ ଓ ଓଡିଶା ଖେଳ ବିଭାଗ ପକ୍ଷରୁ ଏହାର କଭର କରିବା ପାଇଁ ସେମାନଙ୍କ ଅଫିସିଆଲ ଗ୍ରୁପ ଓ ମେଲ ମାଧ୍ୟମରେ ସୂଚନା ଦିଆଯାଇ ସେ ଇଂଲଣ୍ଡ ଗସ୍ତରୁ ଫେରୁଥିବା କୁହାଯାଇଥିଲା।ଏପରିକି ସେ ସକାଳ 9 ଟା2ମିନିଟ ସମୟରେ ଆସିବାକୁ କୁହାଯାଇଥିଲା।ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ମଧ୍ୟ ଏହି ସମୟ ବିଳମ୍ବ ଥିବା ଜାଣିବାକୁ ପାଇଥିଲେ।ତେବେ ବହୁତ ସମୟ ଅପେକ୍ଷା ପରେ ଓଡିଶା ଖେଳ ବିଭାଗ ପକ୍ଷରୁ କିମ୍ୱା ହକି ଇଣ୍ଡିଆ ପକ୍ଷରୁ ଯୋଗାଯୋଗ କରାଯିବାର ସେମାନେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନଥିଲେ।ଯାହା ଫଳରେ ସେମାନେ ପାଖାପାଖି 3ଘଣ୍ଟା ଅପେକ୍ଷା କରି ରହିଥିଲେ।ଯାହାକି ସେମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ସୃଷ୍ଟି କରିଥିଲା।ଏପରିକି ସେମାନେ କିଛି ସୂଚନା ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା।ଫଳରେ ସେମାନେ ବାଧ୍ୟ ବିରେନ୍ଦ୍ର ଲାକ୍ରା ଆସିବାକୁ ଅପେକ୍ଷ କରିଥିଲେ।ତାଙ୍କ ଠାରୁ ଭାରତ ଟିମ ଇଂଲଣ୍ଡ ନୁହେଁ ବେଲଜିୟମ ଗସ୍ତ ରେ ଯାଇଥିବା ସ୍ପଷ୍ଟ ହୋଇଥିଲା।ଭୁଲ ସୂଚନା ଦେବା ସତ୍ୱେ କୌଣସି ଅଧିକାରୀ ଏହାକୁ ସ୍ୱୀକାର କରି ନଥିବା ଦେଖିବାକୁ ମିଳିଛି।ଯାହାକି 5ଟି ପାଳନ କରିବାକୁ କହୁଥିବା ସରକାର ପ୍ରତି ଉପହାସ ସଦୃଶ୍ୟ ମନେ ହୁଏ।
ଏହି ଅବସରରେ ଶ୍ରୀ ଲାକ୍ରା ଭାରତୀୟ ଟିମ ପାଇଁ ବେଲଜିୟମ ଗସ୍ତ ବେଶ ଫଳପ୍ରଫ ଥିବା କହିଛନ୍ତି।ଦଳ ତାର ଦୋଷ ତ୍ରୁଟିକୁ ସୁଧାରିବାରେ ଲାଗିଛି।ଯାହାଫଳରେ ଖେଳାଯାଇଥିବା 5ଟି ମ୍ୟାଚ କୁ ଦଳ ଜିତିବାର ସକ୍ଷମ ହୋଇଛି।ତେବେ ଏବେବି ପ୍ରତି ଖେଳାଳି ଅଲମ୍ପିକ କ୍ବାଲିଫାଇ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ନିଜର ଟିକିନିଖି ଦୁର୍ବଳତାକୁ ସଜାଡ଼ିବା ଉପରେ ଧ୍ୟାନ ଦେଉଥିବା କହିଛନ୍ତି।
ସୂଚନାଯୋଗ୍ୟ କି ଆସନ୍ତା ମାସରେ ଭାରୀତୀୟ ଟିମ ଆଉ ଏକ ଅଲମ୍ପିକ କ୍ବାଲିଫାଇ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ରୁଷିଆ ସହିତ ଖେଳିବ ।ସେଥିପାଇଁ ଭାରତୀୟ ଟିମ ଖୁବଶୀଘ୍ର ଓଡ଼ିଶାରେ ପହଞ୍ଚି ତାର କ୍ୟାମ୍ପ ଆରମ୍ଭ କରିବାର ସୂଚନା ମିଳିଛି।
ବାଇଟ-ବିରେନ୍ଦ୍ର ଲାକ୍ରା-ହକି ଖେଳାଳି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.