ETV Bharat / city

'କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବୁ'

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 20 ଜଣ ।

author img

By

Published : May 29, 2019, 5:59 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲଗାତାର ଭାବେ ପଞ୍ଚମ ଥର ପାଇଁ ନୂଆ ଓଡିଶାର ନାୟକ ହେଲେ ନବୀନ ପଟ୍ଟନାୟକ । ବୁଧବାର ରାଜଧାନୀର ଏକ ସ୍ବତନ୍ତ୍ର ସମାରୋହରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିବାବେଳେ ତାଙ୍କ ମନ୍ତ୍ରୀମଣ୍ଡଳ ବି ଶପଥ ଗ୍ରହଣ କରିଛନ୍ତି।

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 20 ଜଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କ୍ୟାବିନେଟ ପାହ୍ୟାର ସଦସ୍ୟ ପ୍ରଫୁଲ୍ଲ ମଲ୍ଲିକ ପ୍ରଥମେ ଶପଥ ପାଠ କରିଥିଲେ । ଏହାପରେ ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ଟୁକୁନି ସାହୁଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଇଥିଲେ ରାଜ୍ୟପାଳ । ତେବେ ସୁଦାମ ମାରାଣ୍ଡି ସାନ୍ତାଳି ଭାଷାରେ ଶପଥ ନେଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ରାଷ୍ଟ୍ରମନ୍ତ୍ରୀ ଭାବେ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ଶେଷରେ ଶପଥ ନେଇଥିଲେ ।

ତେବେ ବିଶ୍ବାସ ଓ ଭରସାର ସହିତ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସୂଚାରୁରୂପେ ପାଳନ କରିବେ ବୋଲି କହିଛନ୍ତି ମନ୍ତ୍ରୀମାନେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଲଗାତାର ଭାବେ ପଞ୍ଚମ ଥର ପାଇଁ ନୂଆ ଓଡିଶାର ନାୟକ ହେଲେ ନବୀନ ପଟ୍ଟନାୟକ । ବୁଧବାର ରାଜଧାନୀର ଏକ ସ୍ବତନ୍ତ୍ର ସମାରୋହରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିବା ବେଳେ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ଗ୍ରହଣ କରିଛନ୍ତି।

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ପାଳି । ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହା ସହ ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 20 ଜଣ । 

କ୍ୟାବିନେଟ ପାହ୍ୟାର ସଦସ୍ୟ ପ୍ରଫୁଲ୍ଲ ମଲ୍ଲିକ ପ୍ରଥମେ ଶପଥ ପାଠ କରିଥିଲେ । ଏହାପରେ 

ବିକ୍ରମ କେଶରୀ ଆରୁଖ , ରଣେନ୍ଦ୍ର ପ୍ରତାପ ସ୍ବାଇଁ , ନିରଞ୍ଜନ ପୂଜାରୀ , ପଦ୍ମନାଭ ବେହେରା , ପ୍ରତାପ ଜେନା, ଅରୁଣ ସାହୁ , ସୁଦାମ ମାରାଣ୍ଡି , ସୁଶାନ୍ତ ସିଂ, ନବ କିଶୋର ଦାସ ଏବଂ ଟୁକୁନି ସାହୁଙ୍କୁ ପଦ ଓ ଗୋପନୀୟତରା ଶପଥ ପାଠ କରାଇଥିଲେ ରାଜ୍ୟପାଳ । ତେବେ ସୁଦାମ ମାରାଣ୍ଡି ସାନ୍ତାଳି ଭାଷାରେ ଶପଥ ନେଇଥିବା ଦେଖିବାକୁ ମିଳିଥିଲା । 

ଅନ୍ୟପଟେ ରାଷ୍ଟ୍ରମନ୍ତ୍ରୀ ଭାବେ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକା ଶେଷରେ ଶପଥ ନେଇଥିଲେ ।   

ତେବେ ବିଶ୍ବାସ ଓ ଭରସାର ସହିତ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେଇଛନ୍ତି ତାକୁ ସୂଚାରୁରୂପେ ପାଳନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ମାନେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.