ETV Bharat / city

ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ - ଜଳ ସମ୍ପଦମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ସମୀକ୍ଷା ବୈଠକ

ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବନ୍ୟାସ୍ଥିତିକୁ (flood in Odisha)ନେଇ ଏକ ଭର୍ଚ୍ଚୁଆଲ ସମୀକ୍ଷା ବୈଠକ କହିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ(Tukuni Sahu hold a flood control review meeting) । ବୈଠକରେ ସ୍ବତନ୍ତ୍ର ସଚିବଙ୍କ ସହ ଅନ୍ୟ ଅଧିକାରୀ ବି ହୋଇଥିଲେ ସାମିଲ । ଅଧିକ ପଢ଼ନ୍ତୁ

ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

author img

By

Published : Aug 21, 2022, 5:19 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟାସ୍ଥିତି ଲାଗି ରହିଛି(flood in Odisha) । ଏହାକୁ ନେଇ ଏକ ଅନଲାଇନ୍‌ ସମୀକ୍ଷା ବୈଠକ କରିଛନ୍ତି ଜଳ ସମ୍ପଦମନ୍ତ୍ରୀ ଟୁକୁନୀ ସାହୁ(Tukuni Sahu hold a flood control review meeting) । ଏହି ବୈଠକରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କ ସହ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ
ବନ୍ୟା ମୁକାବିଲା ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ଏହି ବୈଠକରେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବନ୍ୟା ମୁକାବିକା ପ୍ରସ୍ତୁତିକୁ ଆହୁରି ବ୍ୟାପକ କରିବାକୁ ଆଲୋଚନା ହୋଇଛି । ଅବପାତ ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ଓ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି । ଫଳରେ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଉତ୍ପନ୍ନ ହୋଇଛି (flood in north Odisha )।

୨୦୦୮ ମସିହାରୁ ବଡ଼ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ଏହାକୁ ନେଇ ଜଳସମ୍ପଦ ମନ୍ତ୍ରୀ ରବିବାର ଭର୍ଚ୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି । ତା ସହିତ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଉଦ୍ଧାରକାରୀ ଦଳକୁ ମୁତୟନ କରାଯିବ । ବନ୍ୟାପରେ ଲୋକଙ୍କ ରିଲିଫ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.