ETV Bharat / city

President Election: ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, କାଲି ଦିଲ୍ଲୀ ଯିବ ବାଲାଟ ବକ୍ସ - କାଲି ଦିଲ୍ଲୀ ଯିବ ବାଲାଟ ବକ୍ସ

ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ଯାଉମୁଦ ଦେଇ ସିଲ ହେଲା ଭୋଟିଂ ବାକ୍ସ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ପଠାଯିବ ଭୋଟିଂ ବାକ୍ସ । ଅଧିକ ପଢନ୍ତୁ

PresidentElection
PresidentElection
author img

By

Published : Jul 18, 2022, 7:56 PM IST

ଭୁବନେଶ୍ବର: ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ଯାଉମୁଦ ଦେଇ ସିଲ ହେଲା ଭୋଟିଂ ବାକ୍ସ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ହୋଇଛି । ଆସନ୍ତାକାଲି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ପଠାଯିବ ଭୋଟିଂ ବାକ୍ସ । ଏନେଇ ସୂଚନା ଦେଇଛନ୍ତି ସହାୟକ ନିର୍ବାଚନ ଅଧିକାରୀ ରଘୁରାମ ଆର ଆୟର ।

ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, କାଲି ଦିଲ୍ଲୀ ଯିବ ବାଲାଟ ବକ୍ସ

ସହାୟକ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ 145 ସଦସ୍ୟ ଭୋଟ ଦେଇଛନ୍ତି । ଚିଲିକା ବିଧାୟକ ଜେଲରେ ଥିବାବେଳେ ସେ ଭୋଟ ଦେଇନଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଦିଲ୍ଲୀରେ ଭୋଟ ଦେଇଛନ୍ତି । ଆସନ୍ତାକାଲି ଭୋଟିଂ ବକ୍ସ ଦିଲ୍ଲୀ ପଠାଯିବାକୁ ଥିବାବେଳେ ଜୁଲାଇ 21ରେ ଭୋଟ ଗଣତି ହେବ ।

ସେହିପରି 25 ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.