ETV Bharat / city

ପୋଲିସ ଓ ବିଏମସି କର୍ମଚାରୀଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ

ଲକ୍ ଡାଉନ୍ ଘୋଷଣା ପରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ ଉପାସରେ କାର୍ଯ୍ୟ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି ଅନେକ ଅନୁଷ୍ଠାନ ସ୍ୱେଚ୍ଛାସେବୀ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...

Volunteers are helping to the people for the lockdown
ଲୋକଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ
author img

By

Published : Mar 31, 2020, 3:27 PM IST

ଭୁବନେଶ୍ବର: କୋରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ପରେ ସହରରେ ଥିବା ସମସ୍ତ ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ହୋଇଯାଇଛି । ଏହି ସମୟରେ ସହରବାସୀଙ୍କ ସେବାରେ ନିୟୋଜିତ ପୋଲିସ୍ କର୍ମଚାରୀ ଓ ବିଏମସି କର୍ମଚାରୀ ଭୋକ ଉପାସରେ କାର୍ଯ୍ୟ କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି ଅନେକ ଅନୁଷ୍ଠାନ ସ୍ୱେଚ୍ଛାସେବୀ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ।

ଲୋକଙ୍କୁ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ

ସରକାରୀ ସହାୟତାକୁ ଅପେକ୍ଷା ନକରି ସେମାନେ ନିଜ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରି ଏହି ସମୟରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ସହରରେ ମୁତୟନ ହୋଇଥିବା ପୋଲିସ, ବିଏମସି ଓ ସଫେଇ କର୍ମଚାରୀ ଓ ଅସହାୟ ଲୋକମାନଙ୍କୁ ସେମାନେ ଖାଦ୍ୟ, ମାସ୍କ, ଗ୍ଲୋବସ, ସାନିଟାଇଜର ଓ ପାଣି ବୋତଲ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଯାହାକି ସାଧାରଣ ଲୋକମାନଙ୍କ ଦ୍ବାରା ଖୁବ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.