ETV Bharat / city

ମନ୍ତ୍ରୀଙ୍କ ଆହ୍ବାନ, ‘ସ୍ବେଚ୍ଛାକୃତ ରକ୍ତଦାନ କରି ବଞ୍ଚାନ୍ତୁ ଜୀବନ’

author img

By

Published : Oct 1, 2019, 4:24 PM IST

ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ । ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜର ହିତରେ ସାମିଲ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରକ୍ତ ଦିଅନ୍ତୁ ଜୀବନ ବଞ୍ଚାନ୍ତୁ । ରକ୍ତ ଦାନ ମହାପୁଣ୍ୟ । ରକ୍ତ ଦାନ ଠାରୁ ଆଉ କୌଣସି ବଡ଼ ଜିନିଷ ନାହିଁ। ଯାହା ଦ୍ବାରା ବ୍ୟକ୍ତିଙ୍କ ମଙ୍ଗଳ ସାଧିତ ହୋଇ ପାରିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତଭାବେ ରକ୍ତଦାନ କରି ସମାଜର ବୃହତ୍ତର ହିତରେ ସାମିଲ ହେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସ୍ଥାନୀୟ ଜୟଦେବ ଭବନଠାରେ 44ତମ ସ୍ବେଚ୍ଛାକୃତ ରକ୍ତଦାତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏଦିଗରେ କାର୍ଯ୍ୟ କରିଥିବା ସଫଳ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମାନିତ କରିଥିଲେ । ଅନେକ ସମୟରେ ରୋଗୀ ଓ ଆହତ ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ଏବେ ତାହା ଅନେକାଂଶରେ ପୁରଣ ହୋଇଛି । କାରଣ ଆଗରୁ ରକ୍ତଦାନ ପାଇଁ ଅମଙ୍ଗ ହେଉଥିବାବେଳେ ଏବେ କିନ୍ତୁ ଏଦିଗରେ ବହୁତ ଉନ୍ନତି ହୋଇଛି ।

ଅନେକ ପ୍ରଚାର ଓ ପ୍ରସାର ଫଳରେ ଲୋକେ ସଚେତନ ହେବା ଓ ଅନେକ ରକ୍ତଦାନ ଶିବିର ଆୟୋଜନ ଫଳରେ ଏହି ପରିମାଣ ହ୍ରାସ ପାଇଛି । ଜଣେ 18 ବର୍ଷରୁ ଊର୍ଦ୍ଧ୍ବ ସୁସ୍ଥ ଯୁବକ ବର୍ଷକୁ 4ଥର ଓ ମହିଳା 3ଥର ରକ୍ତଦାନ କରି ପାରିବେ । ତେଣୁ ଯେତେବେଳେ କୌଣସି ବ୍ୟକ୍ତିର ରକ୍ତର ଆଵଶ୍ୟକତା ରହିଛି ସେହି ମହତ୍ବ କାମ ପାଇଁ ରକ୍ତ ଦେଇ ବ୍ୟକ୍ତିର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ସେ କହିଛନ୍ତି ।

ଆଜି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡଃ ମାନସ ରଞ୍ଜନ ସାମନ୍ତରାୟ, ସ୍ବାସ୍ଥ୍ୟ ସେବା ବିଭାଗ ନିର୍ଦ୍ଦେଶକ ଡ଼ଃ ଦିଲ୍ଲୀପ କୁମାର ଷଢଙ୍ଗୀ ଓସାକ ପ୍ରୋଜେକ୍ଟ ନିର୍ଦେଶକ ଗୁହା ପୁନମ ତାପସ କୁମାର ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ରକ୍ତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରକ୍ତ ଦିଅନ୍ତୁ ଜୀବନ ବଚାନ୍ତୁ।ରକ୍ତ ଦାନ ଠାରୁ ଆଉ କୌଣସି ବଡ଼ ଜିନିଷ ନାହିଁ।ଯାହା ଦ୍ୱାରା ସିଧା ସଳଖ କୌଣସି ବ୍ୟକ୍ତିର ମଙ୍ଗଳ ସାଧିତ ହୋଇ ପାରିବ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ ସମୟରେ ସ୍ବେଚ୍ଛାକୃତଭାବେ ରକ୍ତଦାନ କରି ସମାଜର ବୃହତ୍ତର ହିତରେ ସାମିଲ ହେବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କହିଛନ୍ତି।

Body:ସ୍ଥାନୀୟ ଜୟଦେବ ଭବନଠାରେ 44ତମ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଏଦିଗରେ କାର୍ଯ୍ୟ କରିଥିବା ସଫଳ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମାନିତ କରିଥିଲେ।ଅନେକ ସମୟରେ ରୋଗୀ ଓ ଆହତ ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ ଏବେ ତାହା ଅନେକାଂଶରେ ପୁରାଣ ହୋଇଛି।କାରଣ ଆଗରୁ ଯେତେ ଲୋକ ସହଜରେ ରକ୍ତ ଦେବାକୁ ରାଜି ହେଉ ନଥିବାବେଳେ ଏବେ ଏ ଦିଗରେ ବହୁତ ଉନ୍ନତି ହୋଇଛି।ଅନେକ ପ୍ରଚାର ଓ ପ୍ରସାର ଫଳରେ ଲୋକମାନେ ସଚେତନ ହେବା ଓ ଅନେକ ରକ୍ତଦାନ ଶିବିର ଆୟୋଜନ ଫଳରେ ଏହି ପରିମାଣ ହ୍ରାସ ପାଇଛି।ଜଣେ 18 ବର୍ଷରୁ ଉର୍ଦ୍ଧ୍ବ ସୁସ୍ଥ ଯୁବକ ବର୍ଷକୁ 4ଥର ଓ ମହିଳା 3ଥର ରକ୍ତ ଦାନ ଦେଇ ପାରିବେ ।ତେଣୁ ଯେତେବେଳେ କୌଣସି ବ୍ୟକ୍ତିର ରକ୍ତର ଆଵଶ୍ୟକତା ରହିଛ ସେହି ମହତ୍ୱ କାମ ପାଇଁ ରକ୍ତ ଦେଇ ବ୍ୟକ୍ତିର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ସେ କହିଛନ୍ତି।
ଆଜି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସାଶନ ସଚିବ ଡଃ ମାନସ ରଂଜନ ସାମନ୍ତରାୟ,ସ୍ୱାସ୍ଥ୍ୟ ସେବା ବିଭାଗ ନିର୍ଦେଶକ ଡ଼ଃ ଦିଲ୍ଲୀପ କୁମାର ଷଢଙ୍ଗୀ ଓସାକ ପ୍ରୋଜେକ୍ଟ ନିର୍ଦେଶକ ଗୁହା ପୁନମ ତାପସ କୁମାର ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ରକ୍ତଦାତାଙ୍କ ଭୂମିକା ବିଷୟରେ ଆଲୋଚନାକରିଥିଲେ।ଅତିଥିମାନଙ୍କ ଦ୍ୱାରା ସ୍ୱତନ୍ତ୍ର ସ୍ମରଣୀକା ଉନ୍ମୋଚନ ହେବା ସହିତ ପୁରସ୍କାର ବିତରଣ କରଯାଇଥିଲା।
ବାଇଟ-ମନ୍ତ୍ରୀ -ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.