ETV Bharat / city

ଯାନ୍ତ୍ରିକ ତୃଟି: ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା Vistara flight - ଭିସ୍ତାରା ବିମାନ ଜରୁରୀ ଅବତାରଣ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାନ୍ତ୍ରିକ ସମସ୍ୟା ପାଇଁ ଭିସ୍ତାରା-ଭୁବନେଶ୍ଵର ଦିଲ୍ଲୀ UK -782 ବିମାନର ଜରୁରୀ ଅବତରଣ । ଅଧିକ ପଢନ୍ତୁ...

ବିମାନରେ ଯାନ୍ତ୍ରିକ ତୃଟି: ଉଡାଣ ପରେ ଜରୁରୀ ଅବତରଣ

author img

By

Published : Jul 21, 2021, 10:55 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟେକ୍ନିକାଲ ସମସ୍ୟା ପାଇଁ ଭିସ୍ତାରା-ଭୁବନେଶ୍ଵର ଦିଲ୍ଲୀ UK -782 ବିମାନର ଜରୁରୀ ଅବତରଣ ।

ବିମାନରେ ଥିଲେ ୪୮ଜଣ ଯାତ୍ରୀ । ଉଡିବାର କିଛି ସମୟ ପରେ ବିମାନରେ ଯାନ୍ତ୍ରୀକ ତୃଟି ଦେଖାଯାଇଥିଲା । ପରେ ୯ଟା ୪୦ ସମୟରେ ପୁନଶ୍ଚ ତାହା ବିମାନ ବନ୍ଦରରେ ଅବତରଣ କରିଥିଲା । ସମସ୍ତ ଯାତ୍ରୀଙ୍କୁ ପ୍ରତିକ୍ଷା ରୁମରେ ଅପେକ୍ଷା ପାଇଁ କୁହାଯାଇଛି । ଏଯାବତ ବିମାନ ଉଡାଣର ସମୟ ଜଣାପଡି ନାହିଁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.