ETV Bharat / city

ଖୋଲିବ ଭାଇରାଲ ଅଡିଓର ଗୁମର, ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ତିନି ଦିନିଆ ରିମାଣ୍ଡରେ କୋଭିଡ ସମ୍ପର୍କିତ ଭୁଲ ତଥ୍ୟ ଭାଇରାଲ କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ । ଏକ ଭାଇରାଲ ଅଡିଓ କ୍ଲିପକୁ ଏକ ଘରୋଇ ଟିଭି ଚ୍ୟାନେଲର ୱେବ ସାଇଟରେ ପ୍ରସାରିତ କରାଯାଇଥିଲା। ଯାହାକୁ ଆଧାରକରି ଭୁଲ ତଥ୍ୟ ପ୍ରସାରିତ ଅଭିଯୋଗରେ ଦୁହିଁକୁ ଗିରଫ କରାଯାଇଥିଲା। ଅଧିକ ଖବର ପଢନ୍ତୁ...

author img

By

Published : Aug 11, 2020, 10:49 PM IST

ଖୋଲିବ ଭାଇରାଲ ଅଡିଓର ଗୁମର, ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ
ଖୋଲିବ ଭାଇରାଲ ଅଡିଓର ଗୁମର, ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ବର: ତିନି ଦିନିଆ ରିମାଣ୍ଡରେ କୋଭିଡ ସମ୍ପର୍କିତ ଭୁଲ ତଥ୍ୟ ଭାଇରାଲ କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ । ଏକ ଘରୋଇ ସଂସ୍ଥାର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଯାହାଙ୍କର ଘର ଜିଜିପି କଲୋନି ମଞ୍ଚେଶ୍ବର ରସୁଲଗଡ। ତାଙ୍କ ସହ ଭାଇରାଲ ଅଡିଓରେ ଥିବା ଆଉ ଜଣେ ବ୍ୟବସାୟୀ ବିଶ୍ବଜିତ ମହାନ୍ତିଙ୍କୁ ମଧ୍ୟ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।

ତେବେ ଏକ ଭାଇରାଲ ଅଡିଓ କ୍ଲିପକୁ ଏକ ଘରୋଇ ଟିଭି ଚ୍ୟାନେଲର ୱେବ ସାଇଟରେ ପ୍ରସାରିତ କରାଯାଇଥିଲା । ଯାହାକୁ ଆଧାରକରି ଭୁଲ ତଥ୍ୟ ପ୍ରସାରିତ ଅଭିଯୋଗରେ ଦୁହିଁକୁ ଗିରଫ କରାଯାଇଥିଲା। ତେବେ ରିମାଣ୍ଡରେ ନେବା ପରେ ସେମାନେ ଫରୱାର୍ଡ କରି ପଠାଇଥିବା ୨୫ ଜଣଙ୍କ ତଥ୍ୟ ସହ ଘରୋଇ ଚ୍ୟାନେଲରେ ପ୍ରସାରିତ ଘଟଣାର ଗୁମର ଖୋଲିବ କମିଶନରେଟ ପୋଲିସ ।

ଅନ୍ୟପଟେ ସମ୍ପୃକ୍ତ ଚ୍ୟାନେଲର ଏଡିଟରଙ୍କୁ ହାଜର ପାଇଁ ନୋଟିସ କରାଯାଇଥିବା ବେଳେ ସେମାନଙ୍କ ପିଆରଓ ପକ୍ଷରୁ ହାଜର ପାଇଁ ସମୟ ମଗାଯାଇଥିଲା । ଦେଖିବାର କଥା ଏହି ଘଟଣାରେ ଆଗକୁ କେଉଁ ନୂଆ ମୋଡ ନେଉଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.