ETV Bharat / city

Code of Conduct Violation: ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି - ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ମଙ୍ଗଳବାର ବିଜେପି ନେତା ଜୟ ନାରାୟଣ ମିଶ୍ର ଜଣେ ତହସିଲଦାରଙ୍କୁ ହିଂସ୍ର ଆଚରଣ ଦେଖାଇଥିବା ବିଜେଡି ଅଭିଯୋଗ ଆଣିଛି । ଅଧିକ ପଢନ୍ତୁ

Code of Conduct Violation : ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

author img

By

Published : Feb 16, 2022, 7:31 PM IST

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ମଙ୍ଗଳବାର ବିଜେପି ନେତା ଜୟ ନାରାୟଣ ମିଶ୍ର ଜଣେ ତହସିଲଦାରଙ୍କୁ ହିଂସ୍ର ଆଚରଣ ଦେଖାଇଥିବା ବିଜେଡି ଅଭିଯୋଗ କରିଛି ।

Code of Conduct Violation : ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଏନେଇ ତାଙ୍କୁ କ୍ୟାମ୍ପେନରୁ ବାରଣ କରାଯିବା ନେଇ ବୁଧବାର ବିଜେଡି ନିର୍ବାଚନ କମିଶନଙ୍କୁ ଭେଟଛି । ଏହାସହ ଗଜପତିରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ପିପିଲିରେ ବିଜେପି ପକ୍ଷରୁ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇନି । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିବେଦନ କରିଛି ବିଜେଡି ପ୍ରତିନିଧି ଦଳ ।

ଏହାବି ପଢନ୍ତୁ : Panchayat Election: ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ, ୨୨୩୭୯ ବୁଥ୍‌ରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ

ଆଜି ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ବେଳେ ଅନୁଗୁଳ, ଢେଙ୍କାନାଳ, ପୁରୀ ଆଦି ଅଞ୍ଚଳରେ ଗଣ୍ଡଗୋଳ କରୁଛନ୍ତି । ହାରିବା ଭୟରେ ବିଜେପି ଏଭଳି କରୁଛି ବୋଲି ବିଜେଡି କହିଛି । ଏଥିରେ ବିଜେପିର ରାଜ୍ୟ ନେତୃତ୍ବ ନେଉଥିବା ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ଏଭଳି କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.