ETV Bharat / city

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ

ରାଜଧାନୀସ୍ଥିତ 120 ବାଟାଲିୟନ ପରିସରରେ ବିଜୟ ଦିବସ ପାଳନ ହୋଇଛି । ଦେଶର ଗର୍ବ ଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ଖବର ପଢନ୍ତୁ...

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ
ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ
author img

By

Published : Dec 16, 2019, 3:18 PM IST

ଭୁବନେଶ୍ବର: ରାଜଧାନୀସ୍ଥିତ 120 ବାଟାଲିୟନ ପରିସରରେ ବିଜୟ ଦିବସ ପାଳନ ହୋଇଛି । ଦେଶର ଗର୍ବ ଥିବା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏନେଇ ଯୁଦ୍ଧ ସମୟରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନେ ମଧ୍ୟ ଭାଗ ନେଇଛନ୍ତି ।

ହାରାହାରି 200 ଅଦ୍ଭୁତପୂର୍ବ ସୈନିକ ଏବଂ କାର୍ଯ୍ୟରତ ଅଫିସରମାନେ 120 ବାଟାଲିୟନ ଠାରେ ଏକତ୍ରିତ ହୋଇ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ବ୍ରିଗଡିୟର ବି.ପି ପଟ୍ଟନାୟକ, ଗ୍ରୁପ କ୍ୟାପଟେନ ବି.ପି ପଟ୍ଟନାୟକ , ଏସଟି ମହାନ୍ତି ଆଦି ଉପସ୍ଥିତ ରହିଥିଲେ ।

ବିଜୟ ଦିବସରେ ଶହୀଦ ଯବାନଙ୍କୁ ମନେ ପକାଇଲେ ସଭିଁଏ

ଯୁଦ୍ଧ ସମୟରେ ଯୁଦ୍ଧରେ ଘଟିଥିବା ଘଟଣାବଳୀ ଗୁଡିକର ସ୍ମୃତିଚାରଣ କରିଥିଲେ ବୀର ଯବାନଙ୍କ ପରିବାର ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଂଲାଦେଶରେ ବିଜୟ ଦିବସ ପାଳନ କରାଯାଉଛି । 1971 ମସିହାରେ ଆଜିର ଦିନରେ ଭାରତ ପାକିସ୍ତାନ ଯୁଦ୍ଧ ଶେଷ ହୋଇଥିଲା । ଏହା ଫଳରେ ପାକିସ୍ଥାନ ସେନା ନିଃସର୍ତ୍ତ ଆତ୍ମସମର୍ପଣ କରିବା ସହ ପୂର୍ବ ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବାଂଲାଦେଶ । ବାଂଲାଦେଶ ମୁକ୍ତି ବାହିନୀ ସହ ଭାରତୀୟ ସେନା ମିଶି ଉକ୍ତ ଐତିହାସିକ ଯୁଦ୍ଧ ଲଢ଼ି ବିଜୟ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
120 ବାଟାଲିୟନ ଠାରେ ବିଜୟ ଦିବସ ପାଲନକଲେ, ସହିଦ ବିର ଯବାନ ମାନନଂକୁ ମାନେପକାଇଲେ।

ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ପରିସରରେ ବିଜୟ ଦିବସ ପାଳନ ହୋଇଛି। ଏଠି ପାଇଁ ଦେଶର ଗର୍ବ ଯବାନ ମାନନଂକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏନେଇ ଯୁଦ୍ଧ ସମୟରେ ଅଂଶ ଗ୍ରହଣ କରିଥିବା ବିର ଯବାନ ମାନେ ମଧ୍ୟ ଭାଗ ନେଇଛନ୍ତି।

Body:
ହାରାହାରି 200 ଭୁତପୂର୍ବ ସୈନିକ ଏବଂ କାର୍ଯ୍ୟରତ ଆଫିସର ମାନେ ୧୨୦ ବାଟାଲିୟନ ଠାରେ ଏକତ୍ରିତ ହୋଇ ସହିଦ ହୋଇଥିବା ବିର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେମାନଙ୍କର ମଧ୍ୟରୁ ବିଗରେଡିୟର ବି ପି ପଟ୍ଟନାୟକ, ଗ୍ରୁପ କ୍ୟାପଟେନ ବି ପି ପଟ୍ଟନାୟକ ଏସ ଟି ମହାନ୍ତି ଆଦି ଉପସ୍ଥିତ ରହିଛନ୍ତି। ଯୁଦ୍ଧ ସମୟରେ ସୈନିକ ମାଁ4 ସେମାନଙ୍କର ଯୁଦ୍ଧରେ ଘଟିଥିବା ଘଟଣାବଳୀ ଗୁଡିକର ସ୍ମୃତିଚାରଣ କରିଛନ୍ତି। ଏବଂ ସବି ହୋଇଥିବା ବିର ଯବାନ ମାନନଂକୁ ମାନପକାଇଛନ୍ତି।

ସୂଚନା ଅନୁଯାୟୀ, ପ୍ରତିବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଙ୍ଗଳାଦେଶରେ ବିଜୟ ଦିବସ ପାଳନ କରାଯାଇଛି। 1971 ମସିହାରେ ଆଜିକା ଦିନରେ ଭାରତ ପାକିସ୍ଥାନ ଯୁଦ୍ଧ ଶେଷ ହୋଇଥିଲା। ଏହା ଫଳରେ ପାକିସ୍ଥାନ ସେନା ନିଃସରର୍ତ୍ତ ଆମତସମର୍ପଣ କରିବା ସହ ପୂର୍ବ ପାକିସ୍ତାନର ବିଲୋପ ଘଟି ଜନ୍ମ ନେଇଥିଲା ବଙ୍ଗାଳାଦେଶ। ବଙ୍ଗାଳାଦେଶ ମୁକ୍ତି ବାହିନୀ ସହ ଭାରତୀୟ ସେନା ମିଶି ଉକ୍ତ ଏଇତିହାସିକ ଯୁଦ୍ଧ ଲଢ଼ି ବିଜୟ ହୋଇଥିଲା।

Byte- ବି ପି ପଟ୍ଟନାୟକ, ବ୍ରିଜେଡିୟର।
Byte- ଏନ କେ ସମାଲ, ଉଇଙ୍ଗ କମାଣ୍ଡର।
Byte- କର୍ନେଲ ଶରତ ଚନ୍ଦ୍ର ମହାପାତ୍ର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.