ETV Bharat / city

ଅଭୟ ପାଠକଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା: ଭିଜିଲାନ୍ସ ଏସପି

author img

By

Published : Nov 27, 2020, 8:12 PM IST

ଚର୍ଚ୍ଚାରେ ଅତିରିକ୍ତ ପିସିସିଏଫ ଅଭୟ ପାଠକ । ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା । ଏନେଇ ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ ରାଓ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

vigilance sp says pccf abhay pathak missabrogation of asset
ପିସିସିଏଫ ନାଁରେ ଆୟ ବର୍ହୀଭୂତ ସମ୍ପତି ଠୁଳ ଅଭିଯୋଗ ଥିଲା: ଭିଜିଲାନ୍ସ ଏସପି

ଭୁବନେଶ୍ବର: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ଅତିରିକ୍ତ ପିସିସିଏଫ ଅଭୟ ପାଠକ । ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ଏସପି ଏମ ରାଧାକୃଷ୍ଣ ରାଓ ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଅଭୟ ପାଠକଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା: ଭିଜିଲାନ୍ସ ଏସପି

ପିସିସିଏଫ ଅଭୟ ପାଠକଙ୍କ ଆକାଉଣ୍ଟରୁ ୯ କୋଟି ୩୫ ଲକ୍ଷ ଟଙ୍କା ମିଳିଛି । ପୁଅ ଖାତାରେ ୮ କୋଟିରୁ ଅଧିକ ଜମା ହୋଇଛି । ବ୍ରହ୍ମପୁରରୁ ମଧ୍ୟ ଜମା ହୋଇଛି । ତଦନ୍ତ ଜାରି ରହିଛି । କେବଳ ଦୁଇ ଜଣ ଗିରଫ ହୋଇଛନ୍ତି । ପୁଅ ୧ କୋଟି ଦରମା ପାଉଥିବା ମିଛ ବୋଲି ଏସପି କହିଛନ୍ତି । ଆୟର ଉତ୍ସର ଅନୁସନ୍ଧାନ ହେବ । ସେ କୌଣସି ପ୍ରମାଣପତ୍ର କିମ୍ବା ଆୟ ତଥ୍ୟ ଦେଇ ପାରିନାହାନ୍ତି । ଆଗକୁ ତଦନ୍ତରେ ଅଧିକ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

ଭିଜିଲାନ୍ସ ସ୍ବତନ୍ତ୍ର ଟିମ ଚଢାଉ କରି ଏହି ଜଙ୍ଗଲ ଅଧିକାରୀଙ୍କ ଅଚଳାଚଳ ସମ୍ପତ୍ତିର ଗୁମର ଖୋଲିଥିଲା । ସେମାନେ ଦେଶର ବିଭିନ୍ନ ରାଜ୍ୟରେ ନିଜର ଘର କଠାବାଡି ରହିଥିବା ବେଳେ ବିଦେଶରେ ମଧ୍ୟ ତାଙ୍କର ସମ୍ପତ୍ତି ରହିଛି । ଏହା ସହ ସେମାନେ ବିଳାସପୂର୍ଣ୍ଣ ଜୀବନ ଯାପନ କରିବା ସହ ଚାର୍ଟାଡ ପ୍ଲେନ ମଧ୍ୟ ବ୍ୟବହାର କରୁଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.