ETV Bharat / city

ଭିଜିଲାନ୍ସ ସଚେତନତା ସପ୍ତାହରେ ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ - Vigilance Awareness Week

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇ ଯାଇଛି । ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ କରାଯାଇଥିଲା । ଅଧିକ ପଢନ୍ତୁ:

Vigilance Awareness Week
ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ
author img

By

Published : Oct 27, 2020, 10:31 PM IST

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇ ଯାଇଛି । ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ କରାଯାଇଥିଲା ।

Vigilance Awareness Week
ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ

ସଚିବ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ବଚ୍ଛତା, ନିରପେକ୍ଷତା ଓ ନିଷ୍ଠା ପୂର୍ବକ କାର୍ଯ୍ୟ କରିବା ସହ ଦୁର୍ନୀତି ନିବାରଣ ପାଇଁ ମିଳିତ ପ୍ରଚେଷ୍ଟା ବଜାୟ ରଖିବାର ଶପଥ ପାଠ କରାଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଦିଲ୍ଲୀପ ରାଉତରାଏ , ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Vigilance Awareness Week
ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.