ETV Bharat / city

ଦୁର୍ନୀତି ନିବାରଣ ସପ୍ତାହ; ରୋଡ ଶୋ କରି ସଚେତନର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

author img

By

Published : Oct 30, 2019, 8:26 PM IST

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭିଜିଲାନସ ପକ୍ଷରୁ ବୁଧବାର ରୋଡ ଶୋ'ର ଆୟୋଜନ କରାଯାଇଥିଲା। ଭୁବନେଶ୍ବରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ  ଏହି ରୋଡ ଶୋ' ରେ ଅଂଶଗ୍ରହଣ କରି ସଚେତନତାର ବାର୍ତ୍ତା ଦେଇଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଏବେ ଚାଲିଛି ଦୁର୍ନୀତି ନିବାରଣ ସପ୍ତାହ। ଦୁର୍ନୀତି ନିବାରଣ ପାଇଁ ଚାଲିଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ। ଯାହାର ଏକ ଝଲକ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଦୁର୍ନୀତିଖୋର ଲୋକଙ୍କୁ ସଚେତନ କରିବା ପାଇଁ ମାଧ୍ୟମ ସାଜିଛନ୍ତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭିଜିଲାନସ ପକ୍ଷରୁ ବୁଧବାର ରୋଡ ଶୋ'ର ଆୟୋଜନ କରାଯାଇଥିଲା । ଭୁବନେଶ୍ବରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏହି ରୋଡ ଶୋ' ରେ ଅଂଶଗ୍ରହଣ କରିଥିଲେ । ପ୍ଲାକାର୍ଡ ଧରି କିପରି ଦୁର୍ନୀତି ନିବାରଣ କରାଯାଇ ପାରିବ ସେନେଇ ବାର୍ତ୍ତା ଦେଇଥିଲେ ଛାତ୍ରଛାତ୍ରୀ । ଏହି ରୋଡ ଶୋ' ଏକାମ୍ର ହାଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯନ୍ତ ପହଞ୍ଚିଥିଲେ। ସେଠାରେ ରଙ୍ଗୋଲି ଓ ପଥପ୍ରାନ୍ତ ନାଟକ ଜରିଆରେ ଦୁର୍ନୀତିଖୋର ଲୋକଙ୍କୁ ବାର୍ତ୍ତା ଦେଇଥିଲେ ସେମାନେ । ତେବେ ଚଳିତ ବର୍ଷର ଥିମ 'ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ' ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦୁର୍ନିତି ନିବାରଣର ନୁଆ ତରିକା,
ଛାତ୍ରଛାତ୍ରୀଙ୍କ ରୋଡ ସୋରେ ବାର୍ତାBody:

ଚାଲିଛି ଦୁର୍ନିତି ନିବାରଣ ସପ୍ତାହ।ଦୁର୍ନିତି ନିବାରଣ ପାଇ ହେଉଛି ସଚେତନତା।ଯାହାର ଝଲକ ଦେଖିବାକୁ ମିଳିଛି ରାଜଧାନୀରେ।ଦୁର୍ନିତି ଖୋର ଲୋକଙ୍କୁ ସଚେତନ କରିବା ପାଇଁ ମାଧ୍ମ ସାଜିଛନ୍ତି ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ।ଯାହାକୁ ନେଇ ଭିଜିଲାନସ ପକ୍ଷରୁ ଆରମ୍ଭ ହୋଇଥିଲା ରୋଡ ସୋ।ରାଜଧାନୀର ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ଏବଂ ସ୍କେଟିଂ ର ଛାତ୍ର ଛାତ୍ରୀ ମାନେ ପ୍ଲା କାର୍ଡ ଧରି କିପରି ଦୁର୍ନିତି ନିବାରଣ କରାଯାଇ ପାରିବ ସେନେଇ ରୋ ଡୋ ଜରିଆରେ ବାର୍ତା ଦେଇଥିଲେ। ଏକାମ୍ର ହାଟରୁ ବାହାରି ମାଷ୍ଟରକାଣ୍ଟିନ ପର୍ଯନ୍ତ ପହଂଚିଥିଲେ। ସେଠାରେ ରଙ୍ଗୋଲି ଓ ପଥପ୍ରାନ୍ତ ନାଟକ ଜରିଆରେ ମଧ୍ଯ ସରକାରି ତଥା ବେସରକାରି ସ୍ତରରେ କାମ କରୁଥିବା ଦୁର୍ନିତି ଖୋର ଲୋକଙ୍କୁ କିପରି ଦୁର୍ନିତିରୁ ନିବାରଣ ହେବେ ନଚେତ ଭିଜିଲାନସ ଭଳି ସଂସ୍ଥାର ନଜର ପଡିଲେ ସେମାନଙ୍କ ମୁଖା ଖୋଲିବ ସେଇଭଳି ବାର୍ତା ଦେଇ ସଚେତନତା କରାଯାଇଥିଲା।ତେବେ ଏବର୍ଷ ଥିମ ରହିଛି ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ।Conclusion:ବାଇଟ-ପି ଏସ ରଣପିସେ,ଆଇଜି ଭିଜିଲାନସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.