ETV Bharat / city

ଜାତୀୟ ଶିକ୍ଷାନୀତିକୁ ନେଇ ଜନଜାଗରଣ କରିବ ବିଦ୍ୟାଭାରତୀ ପରିଷଦ

author img

By

Published : Sep 8, 2020, 3:09 PM IST

କେନ୍ଦ୍ର ସରକାର ନିକଟରେ ଜାତୀୟ ଶିକ୍ଷାନୀତି 2020 ଆଗତ କରିଛନ୍ତି । ତେବେ ଏହାକୁ ଆମ ଦେଶର ବିଭିନ୍ନ ଛାତ୍ରଛାତ୍ରୀ ଓ ନାଗରିକ ମାନଙ୍କ ମଧ୍ୟରେ ସୂଚନା ପ୍ରଦାନ କରିବାର ଅନେକ ଆବଶ୍ୟକତା ରହିଛି ।

ଜାତୀୟ ଶିକ୍ଷାନୀତିକୁ ନେଇ ଜନଜାଗରଣ କରିବ ବିଦ୍ୟାଭାରତୀ ପରିଷଦ
ଜାତୀୟ ଶିକ୍ଷାନୀତିକୁ ନେଇ ଜନଜାଗରଣ କରିବ ବିଦ୍ୟାଭାରତୀ ପରିଷଦ

ଭୁବନେଶ୍ବର: କେନ୍ଦ୍ର ସରକାର ନିକଟରେ ଜାତୀୟ ଶିକ୍ଷାନୀତି 2020 ଆଗତ କରିଛନ୍ତି । ଏହା ଦ୍ୱାରା ପାଶ୍ଚାତ୍ୟ ଶିକ୍ଷାକୁ ଅନୁକରଣ ନ କରି କିପରି ଭାବେ ଭାରତୀୟ ସଂସ୍କୃତି ଓ ପଦ୍ଧତିରେ ଶିକ୍ଷାକୁ ପରିବର୍ଦ୍ଧିତ କରାଯାଇ ପାରିବ ସେ ନେଇ ଦୃଷ୍ଟି ଦିଆଯାଇଛି।

ତେବେ ଏହାକୁ ଆମ ଦେଶର ବିଭିନ୍ନ ଛାତ୍ରଛାତ୍ରୀ ଓ ନାଗରିକଙ୍କ ମଧ୍ୟରେ ସୂଚନା ପ୍ରଦାନ କରିବାର ଅନେକ ଆବଶ୍ୟକତା ରହିଛି । ତେଣୁ ସାରା ଭାରତବର୍ଷରେ ପ୍ରତି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟା ଭାରତୀ, ଶିକ୍ଷାବିକାଶ ସମିତି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆସନ୍ତା 25 ତାରିଖ ଠାରୁ ଜାଗରଣ ଅଭିଯାନ ଆରମ୍ଭ କରିବ । ଏହା ଅକ୍ଟୋବର 2 ଯାଏଁ ଚାଲିବ ବୋଲି କୁହାଯାଇଛି ।

ଏଥିରେ ବିଭିନ୍ନ ପ୍ରକାର ଅନଲାଇନ ପ୍ରତିଯୋଗିତା ଯଥା ଲିଖନ, ଚିତ୍ରଅଙ୍କନ ଓ କ୍ଷୁଦ୍ର ଚଳଚ୍ଚିତ୍ର ଆଦି । ଏହା 13ଟି ଆଞ୍ଚଳିକ ଭାଷାରେ ଆୟୋଜିତ ହେବ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.