ETV Bharat / city

ଜୁଲାଇ 23ରେ କୁଳପତି ସମ୍ମିଳନୀ

author img

By

Published : Jul 10, 2021, 7:16 AM IST

ଜୁଲାଇ 23 ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଲୋକସେବା ଭବନର ସମ୍ମିଳନୀ କୋଠରୀରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମଳିଛି । ଅଧିକ ପଢ଼ନ୍ତୁ...

ଜୁଲାଇ 23 ତାରିଖରେ ହେବ କୁଳପତି ସମ୍ମିଳନୀ
ଜୁଲାଇ 23 ତାରିଖରେ ହେବ କୁଳପତି ସମ୍ମିଳନୀ

ଭୁବନେଶ୍ବର: ଜୁଲାଇ 23 ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଲୋକସେବା ଭବନର ସମ୍ମିଳନୀ କୋଠରୀରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମଳିଛି ।

ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ବିଶ୍ବ ବିଦ୍ୟାଳୟର କୁଳପତି, କୂଳସଚିବ ଓ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଉଚ୍ଚ ଶିକ୍ଷା ଅନ୍ତ୍ରୀ ଅରୁଣ ସାହୁ ଏହିତ ବୈଠକର ଅଧ୍ୟକ୍ଷତା କରିବେ। ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଓ ବିଭାଗୀୟ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

UG, PG ପ୍ରଥମ ଓ ଦ୍ଵିତୀୟ ବର୍ଷ ପରୀକ୍ଷା, ଆଡ଼ମିଶନ, ଏକକ ପ୍ରବେଶିକା ପରୀକ୍ଷା, ଅନଲାଇନ ଶିକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.