ETV Bharat / city

ଭୁବନେଶ୍ବରରେ ଭେଙ୍କେୟା

author img

By

Published : Oct 6, 2019, 10:20 AM IST

Updated : Oct 6, 2019, 10:59 AM IST

ଦିନିକିଆ ଓଡିଶା ଗସ୍ତରେ ଆସି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ସଂଧ୍ୟାରେ କଟକରେ ପହଞ୍ଚି ଦୈନିକ ଖବର କାଗଜ 'ସମାଜ'ର ଶତବାର୍ଷିକ ଉତ୍ସବରେ ଯୋଗଦେବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ରାଜଦୁତ ଯୋଗେ ଉପରାଷ୍ଟ୍ରପତି ଏୟାରପୋର୍ଟରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀଲାଲଙ୍କ ପକ୍ଷରୁ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିମାନବନ୍ଦରରୁ ସିଧା ରାଜଭବନ ଯିବେ । ସେଠାରୁ ସେ କିଟ ବିଶ୍ବ ବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ଭେଙ୍କେୟା ଭୁବନେଶ୍ବରରୁ କଟକ ଯିବେ । କଟକରେ ଉପରାଷ୍ଟ୍ରପତି ଦୈନିକ ଖବରକାଗଜ 'ସମାଜ'ର ଶତବାର୍ଷିକ ଉତ୍ସବରେ ଯୋଗଦେବେ ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପାଖାପାଖି 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

dsvsdv

Conclusion:
Last Updated : Oct 6, 2019, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.